Below header

ଝାରସୁଗୁଡା ଲହଣ୍ଡାବୁଡ଼ ସ୍ଥିତ TPSL କାରଖାନାରେ ବିସ୍ଫୋରଣ, ୭ ଶ୍ରମିକ ଗୁରୁତର

ଝାରସୁଗୁଡା: ବ୍ଲାଷ୍ଟ ଫର୍ଣ୍ଣେସରେ ଅଘଟଣ। ଲହଣ୍ଡାବୁଡ଼ ସ୍ଥିତ TPSL କାରଖାନାରେ ବିସ୍ଫୋରଣ। ଏହି ବିସ୍ଫୋରଣରେ ୭ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡଇଛି। ସମସ୍ତ ଗୁରୁତରଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ଭିତରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଯାହାଫଳରେ ସେମାନଙ୍କୁ ରାଉରକେଲା IGH ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.