Ukraine issue

ଏବେ ଦକ୍ଷିଣ ୟୁକ୍ରେନ୍‌ ଉପରେ ରୁଷ୍‌ର ନଜର, ଆକ୍ରମଣ ପାଇଁ ପଠାଇଲା ବିପୁଳ ଗୁଳିଗୋଳା

ୟୁକ୍ରେନର ପୂର୍ବ ଭାଗରେ ଲିସିଚାନ୍‌ସ୍କ ଦଖଲ ପରେ ଏବେ ଦକ୍ଷିଣ ଉପରେ ରୁଷର ଆଖି। ଏଣୁ ଏବେ କ୍ରିମିଆରୁ ସେନା ବାହିନୀର ସ୍ଥିତି ବଦଳାଇଛି ରୁଷ। ଏପରିକି…

2 years ago

ବୁଚାରେ ନାବାଳିକାଙ୍କୁ ବନ୍ଦୀ ରଖି ପ୍ରତିଦିନ ଦୁଷ୍କର୍ମ କରିଥିଲା ରୁଷ ସେନା, ଏବେ ସବୁ ଗର୍ଭବତୀ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିରହିଛି। ରୁଷ ହେଉ କିମ୍ବା ୟୁକ୍ରେନ କେହି ବି ପଛକୁ ହଟିବା ପାଇଁ ଚାହୁଁନାହାନ୍ତି। ଏହି ଯୁଦ୍ଧ ଯୋଗୁଁ ୟୁକ୍ରେନର…

2 years ago

ୟୁକ୍ରେନ୍‌ର ମହିଳା ସୈନିକଙ୍କୁ ବନ୍ଦୀ କରି ପୁରୁଷଙ୍କ ସାମ୍ନାରେ ଲଙ୍ଗଳା କରୁଛନ୍ତି ରୁଷ୍‌ ସେନା, କାଟି ଦେଉଛନ୍ତି ଚୁଟି

ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ଦୀର୍ଘ ଦେଢ଼ ମାସ ହେଲାଣି ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଏବେ ବିଭୀଷିକାର ରୂପ ନେଇଛି।…

2 years ago

କଥା ରଖିଲେ ପୁଟିନ୍‌: ୟୁକ୍ରେନ୍‌ରେ ଫସିଥିବା ୩ ଭାରତୀୟଙ୍କୁ ଉଦ୍ଧାର କଲା ରୁଷ୍‌ ସେନା

ଏବେ ବି ଜାରି ରହିଛି ଯୁଦ୍ଧ। ଗତ ୨୧ ଦିନ ହେଲାଣି ରୁଷ୍‌ ଆକ୍ରମଣକୁ ସାମ୍ନା କରୁଛି ୟୁକ୍ରେନ୍‌। ୟୁକ୍ରେନ୍‌ର ଖେରସାନ୍‌ ସହରକୁ ରୁଷ୍‌ ଯବାନମାନେ ସମ୍ପୂର୍ଣ୍ଣ…

2 years ago

ରୁଷ ଆକ୍ରମଣରେ ଥରି ଉଠିଥିଲେ ପୂର୍ବତନ ମିସ୍‌ ୟୁକ୍ରେନ! ୭ ବର୍ଷର ପୁଅକୁ ଧରି ଛାଡ଼ିଲେ ଦେଶ; ଆମେରିକାରେ ବଖାଣିଲେ ଯନ୍ତ୍ରଣା

ରୁଷ ଆକ୍ରମଣରୁ ବଞ୍ଚିବା ପାଇଁ ୟୁକ୍ରେନରୁ ଲୋକମାନେ ଅନ୍ୟ ଦେଶକୁ ପଳାୟନ କରୁଛନ୍ତି। ଏ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ଘର ଛାଡ଼ି ସାରିଲେଣି। ଲକ୍ଷ…

2 years ago

ନିଜ ନାଗରିକଙ୍କୁ ମରିବାକୁ ୟୁକ୍ରେନ୍‌ରେ ଛାଡ଼ିଦେଲା ପାକିସ୍ତାନ, ବଞ୍ଚାଇଲା ଭାରତ; ଦୁଃଖ ବଖାଣିଲେ ପାକ୍‌ ଛାତ୍ରୀ

ରୁଷ ଓ ୟୁକ୍ରେନ୍‌ ଭିତରେ ଯୁଦ୍ଧ ମଧ୍ୟରେ ଫସିଯାଇଛନ୍ତି ଅନ୍ୟ ଦେଶର ନାଗରିକ। ୟୁକ୍ରେନ୍‌କୁ ପାଠ ପଢ଼ିବାକୁ ଯାଇଥିବା ଛାତ୍ରଛାତ୍ରୀ ଏବେ ଯୁଦ୍ଧ ଯୋଗୁ ସେଠାରେ ହିଁ…

2 years ago

ବେଲାଋଷରେ ୟୁକ୍ରେନ ପ୍ରତିନିଧି ମଣ୍ଡଳ ପହଞ୍ଚିବା ପୂର୍ବରୁ କହିଲେ ଯୁଦ୍ଧ ବିରାମ୍ ଲଗାଅ, ରୁଷ କହିଲା- ନଇଁ ଯାଅ

ଆକ୍ସନ ମୋଡ଼ରେ ୟୁକ୍ରେନ-ରୁଷ। ନିଜ ନିଜ ଭିତରେ ଆଲୋଚନା ପାଇଁ ଡକାଗଲା ବୈଠକ। ସ୍ଥିତି ସୁଧୁରୁ ନାହିଁ। ୟୁକ୍ରେନର ପ୍ରତିନିଧି ମଣ୍ଡଳ ୨:୧୦ରେ ପହଞ୍ଚିଲେ ରୁଷର ବେଲାଋଷ…

2 years ago

ୟୁକ୍ରେନ ନିର୍ମିତ ବିଶ୍ୱର ବୃହତ୍ତମ ବିମାନ ‘ମ୍ରିୟା’କୁ ଧ୍ୱଂସ କରିଦେଲା ରୁଷ

ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ୫ ଦିନରେ ପହଞ୍ଚିଲାଣି। ଏହା ମଧ୍ୟରେ ୟୁକ୍ରେନ ନିର୍ମାଣ କରିଥିବା ବିଶ୍ୱର ସବୁଠାରୁ ବୃହତ୍ତମ ବିମାନକୁ ରୁଷ ସେନା ନଷ୍ଟ…

2 years ago

କେବଳ ଅସ୍ତ୍ରରେ ନୁହେଁ ଏବେ ଭର୍ଚୁଆଲ ଓ୍ଵାର୍ଲ୍ଡରେ ବି ଯୁଦ୍ଧ ଆରମ୍ଭ, ରୁଷର ସାଇବର ସ୍ପେସ୍‌କୁ ଧ୍ୱଂସ କରିବାକୁ ୟୁକ୍ରେନ୍‌ ଗଢ଼ିଲା IT Army

ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଯୁଦ୍ଧ ଅସ୍ତ୍ର ଶସ୍ତ୍ରରେ ରିୟଲ ଓ୍ଵାର୍ଲ୍ଡ ସହ ସାଇବର ଓ୍ଵାର୍ଲ୍ଡରେ ମଧ୍ୟ ଆରମ୍ଭ ହୋଇଛି। ରୁଷର ଡିଜିଟାଲ ଆକ୍ରମଣକୁ ରୋକିବା ପାଇଁ…

2 years ago

ରୁଷ ସେନାକୁ ବାଟବଣା କରିବାକୁ ୟୁକ୍ରେନ୍‌ର ନୂଆ ଚାଲ୍‌, ସବୁ ରାସ୍ତାରୁ ହଟାଉଛି ସାଇନ୍‌ ବୋର୍ଡ

ଲଗାତାର ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛି ରୁଷ। ଧୀରେ ଧୀରେ ଏହି ଆକ୍ରମଣ ଉଗ୍ର ହେଉଛି। ରୁଷ ରାଷ୍ଟ୍ରପତି ବାରମ୍ବାର ୟୁକ୍ରେନ୍‌ର ସେନାକୁ ଅସ୍ତ୍ର ଛାଡ଼ିବାକୁ…

2 years ago

ସାଧାରଣ ଲୋକଙ୍କୁ ଢାଲ କରି ଲଢ଼ୁଛି ୟୁକ୍ରେନ, ଅନ୍ୟ ଦେଶକୁ ମାଗୁଛି ଅସ୍ତ୍ରଶସ୍ତ୍ର ସହାୟତା

ଜଳ ସ୍ଥଳ ବାୟୁ ଚାରିଆଡୁ ଜାରି ରହିଛି ଆକ୍ରମଣ। ପୁଟିନ ସାଜିଛନ୍ତି ମୃତ୍ୟୁର କାରଣ। ଆହୁରି ପ୍ରଳୟଙ୍କାରୀ ହେଉଛି ବିନାଶକାରୀ ଯୁଦ୍ଧ। ରୁଷର ଟାର୍ଗେଟରେ ୟୁକ୍ରେନ ରାଜଧାନୀ…

2 years ago

ଦେଶ ପାଇଁ ଲଢ଼ିବାକୁ ଅଣ୍ଟା ଭିଡ଼ିଲେ ୟୁକ୍ରେନ୍‌ର ମହିଳା ସାଂସଦ, ରୁଷ ବିରୋଧରେ ଉଠାଇଲେ ବନ୍ଧୁକ

ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ। କେହି ବି ମୁଣ୍ଡ ନୁଆଇଁବାକୁ ପ୍ରସ୍ତୁତ ନାହାନ୍ତି। ଫଳରେ ବେଳକୁ ବେଳ ଏହି ସ୍ଥିତି ଆହୁରି…

2 years ago