ଏବେ ଦକ୍ଷିଣ ୟୁକ୍ରେନ୍ ଉପରେ ରୁଷ୍ର ନଜର, ଆକ୍ରମଣ ପାଇଁ ପଠାଇଲା ବିପୁଳ ଗୁଳିଗୋଳା
ୟୁକ୍ରେନର ପୂର୍ବ ଭାଗରେ ଲିସିଚାନ୍ସ୍କ ଦଖଲ ପରେ ଏବେ ଦକ୍ଷିଣ ଉପରେ ରୁଷର ଆଖି। ଏଣୁ ଏବେ କ୍ରିମିଆରୁ ସେନା ବାହିନୀର ସ୍ଥିତି ବଦଳାଇଛି ରୁଷ। ଏପରିକି ପେନିନସୁଲାରେ ବସବାସ କରୁଥିବା ୟୁକ୍ରେନ ନାଗରିକଙ୍କୁ ମଧ୍ୟ ୟୁକ୍ରେନ ବିରୋଧରେ ଯୁଦ୍ଧ କରିବାକୁ ଚାପ ପ୍ରୟୋଗ କରାଯିବ ବୋଲି କ୍ରିମିଆରେ…