festival

ଠାକୁର ଗୋପାଳଜୀଉଙ୍କ ଉତ୍ସବରେ ଗାଁ ଦାଣ୍ଡ ଉତ୍ସବମୁଖର

ବାରମାସରେ ତେର ପର୍ବ । ପ୍ରତ୍ଯେକ ଗାଁରେ ଦେଖିବାକୁ ମିଳିଥାଏ ଭିନ୍ନ ଭିନ୍ନ ପରମ୍ପରା ଭିନ୍ନ ଭିନ୍ନ ରିତିନୀତି । ତାରି ପଛରେ ଥାଏ କେବଳ ଗୋଟିଏ…

2 years ago

ବେଗୁନିଆରେ ପାଳିତ ହୋଇଛି ୩୦ ବର୍ଷ ପୁରୁଣା ଅଷ୍ଟ ପ୍ରହରୀ ଯଜ୍ଞ

ବେଗୁନିଆ(କେ ନ୍ୟୁଜ): ଓଡ଼ିଶାରେ ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ଝଲକ ଦେଖିବାକୁ ମିଳେ। ପ୍ରତିବର୍ଷ ଏଠି ପ୍ରତିଟି ପରମ୍ପରାକୁ ପାଳନ କରିବାକୁ ଲୋକମାନେ ଖୁବ ଆଗ୍ରହୀ…

2 years ago

ଜଳେଶ୍ୱରରେ ଅନୁଷ୍ଠିତ ହୋଇଛି ଦେଢ଼ ଶହ ବର୍ଷ ପୁରୁଣା ପ୍ରସିଦ୍ଧ ବାରୁଣୀ ମେଳା, ମହୋତ୍ସବର ମଜା ଉଠାଉଛନ୍ତି ଅନେକ ଲୋକ

ବାଲେଶ୍ୱରର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ରାଜଘାଟ ଠାରେ ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ବାରୁଣୀ ଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ କରୋନା କଟକଣା ପରେ ଅନୁଷ୍ଠିତ…

2 years ago

ସ୍କିନରେ ଏହି ସମସ୍ୟା ଥିଲେ ଖେଳନ୍ତୁ ନାହିଁ ହୋଲି, ହୋଇପାରେ ବଡ଼ ସମସ୍ୟା

ରଙ୍ଗର ପର୍ବ ହୋଲି। ଛୋଟରୁ ଆରମ୍ଭ କରି ବଡ ଏବଂ ସବୁ ଧର୍ମର ଲୋକ ଏହି ପର୍ବକୁ ପାଳନ କରିଥାନ୍ତି। ବର୍ତ୍ତମାନ ଯୁଗ ବଦଳିବା ସହ ବଦଳିଛି…

2 years ago

ଲାଗି ଯାଉଛି ମଳମାସ…ଆଦୌ କରିବେ ନାହିଁ ଏହି ସବୁ କାମ; ଜାଣନ୍ତୁ କେତେ ଦିନ ପର୍ଯ୍ୟନ୍ତ ରହିବ

ମାର୍ଚ୍ଚ ୧୫ରୁ ମଳମାସ ଆରମ୍ଭ ହୋଇ ଯାଉଛି। ଯେବେଠୁ ସୂର୍ଯ୍ୟ ବୃହସ୍ପତି ରାଶି ମୀନରେ ପ୍ରବେଶ କରନ୍ତି, ସେବେଠୁ ମଳମାସ ଆରମ୍ଭ ହୋଇଥାଏ। ହିନ୍ଦୁ ଧର୍ମରେ ଏହି…

2 years ago

ବହୁତ ଖାସ୍ ହେବ ୧୪ ଜାନୁଆରୀ! ରାତି ୮ଟା ୧୮ ମିନିଟ୍‌ ପର୍ଯ୍ୟନ୍ତ ରହୁଛି ରୋହିଣୀ ନକ୍ଷତ୍ରର ବିଶେଷ ସଂଯୋଗ, ଆରମ୍ଭ କରନ୍ତୁ କୌଣସି ବି ଶୁଭ କାମ…

ନୂଆ ବର୍ଷ ୨୦୨୨ର ପ୍ରଥମ ପର୍ବ ହେଉଛି ମକର ସଂକ୍ରାନ୍ତି। ଏହା ୧୪ ଜାନୁଆରୀରେ ପାଳନ କରାଯିବ। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ରହିଛି।…

2 years ago

ଆରମ୍ଭ ହେଲା କୁରାଳ ପଞ୍ଚମୀ, କୁମ୍ଭାକାର ଭାଟିରେ ପୂଜା ପାଇବେ ଇଷ୍ଟଦେବ ଲକ୍ଷ୍ମୀ ନାରାୟଣ

ମାହାଙ୍ଗା (କେନ୍ୟୁଜ): ଓଡ଼ିଶାରେ ବାରମାସରେ ତେର ପର୍ବ ପାଳନ କରାଯାଏ । ସେଥି ମଧ୍ୟରୁ କେତେକ ପୂଜା ବିଭିନ୍ନ ସମ୍ପ୍ରଦାୟର ଲୋକମାନକ ପାଇଁ ବେଶ ଗୁରୁତ୍ୱପପୂର୍ଣ୍ଣ ।…

3 years ago

କେବେ ପଡ଼ୁଛି କାର୍ତ୍ତିକ ପୂର୍ଣ୍ଣିମା? ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ଏହି ଦିନ କ’ଣ କରିବେ ଦାନ

କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ପୂର୍ଣ୍ଣିମାକୁ କାର୍ତ୍ତିକ ପୂର୍ଣ୍ଣିମା କୁହାଯାଏ। ଏହି ବର୍ଷ ନଭେମ୍ବର ୧୯ରେ ପଡ଼ୁଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। କାର୍ତ୍ତିକ ପୂର୍ଣ୍ଣିମା ଦିନ ବିଶେଷ…

3 years ago

ଚଳିତବର୍ଷ ଏହି ଦିନ ପଡ଼ୁଛି ପବିତ୍ର ଅଁଳା ନବମୀ, ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ମହତ୍ତ୍ୱ

ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ୱ ରହିଛି। ଏହାକୁ ‘ଅକ୍ଷୟ ନବମୀ’ ମଧ୍ୟ କୁହାଯାଇଥାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ତିଥିକୁ…

3 years ago

ଦୀପାବଳିରେ ରହୁଛି ଦୁର୍ଲ୍ଲଭ ସଂଯୋଗ, ଜାଣନ୍ତୁ ଆଲୋକର ପର୍ବ ମନାଇବାର ତାରିଖ ଓ ଶୁଭ ମୁହୂର୍ତ୍ତ

ଆଉ କିଛିଦିନ ରହିଲା ଆଲୋକର ପର୍ବ ଦୀପାବଳି। ହିନ୍ଦୁ ରୀତିନୀତି ମୁତାବକ, ଦଶହରାର ଠିକ୍‌ ୨୦ଦିନ ପରେ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ପାଳନ…

3 years ago

ପରମ୍ପରାର ବାର୍ତ୍ତା ବହନ କରିଆସୁଛି ନୂଆଁଖାଇ, ଜାଣନ୍ତୁ ଏହାର ମହତ୍ତ୍ବ

ଓଡିଶାର ଚାଲିଚଳଣି , ସଂସ୍କୃତି ଓ ପରମ୍ପରା ନିଅରା ଏବଂ ଦେଶର ଅନ୍ୟାନ ଅଂଚଳ ଠାରୁ ଭିନ୍ନ ଓ ସ୍ଵତନ୍ତ୍ର। କଥାରେ ଅଛି – ଓଡିଶାରେ ବାର…

3 years ago

କେମିତି ଆରମ୍ଭ ହେଲା ଭାଇଦୂଜର ପର୍ବ, ଯମ ଦେବତାଙ୍କ ସହିତ କଣ ରହିଛି ଏହାର ସର୍ମ୍ପକ

ପୃଥିବୀରେ ଭାଇ ଭଉଣୀଙ୍କ ପ୍ରେମ ସବୁଠାରୁ ନିଆରା।ଏହି ନିଆରା ଭଲ ପାଇବା ଓ ଭାଇ ପ୍ରତି ଭଉଣୀର ଶ୍ରଦ୍ଧା ଓ ବିଶ୍ୱାସର ଏକ ପର୍ବ ହେଉଛି ଭାଇ…

4 years ago