Below header
Browsing Tag

leo birth

ନନ୍ଦନ କାନନରେ ସିଂହ ବଂଶ ବୃଦ୍ଧି, ବିଜଲି ଜନ୍ମ ଦେଲା ୩ଟି ଛୁଆ

ଭୁବନେଶ୍ବର : ନନ୍ଦନକାନନରେ ଖୁସି ଖବର। ବହୁତ ଦିନ ପରେ ସିଂହ ବଂଶ ବୃଦ୍ଧି। ମାଆ ହେଲା ମାଇ ସିଂହ ବିଜଲି। ଜନ୍ମ ଦେଲା ୩ଟି ଛୁଆ। ତେବେ ସେଥିରୁ ଗୋଟେ ଛୁଆର ମୃତ୍ୟୁ ହୋଇଛି। ଅନ୍ୟ ୨ଟି ଛୁଆଙ୍କୁ ସ୍ୱତନ୍ତ୍ର କୋଠରୀରେ ରଖାଯାଇଛି। ନନ୍ଦନକାନନ କର୍ମଚାରୀମାନେ ସିସିଟିଭି ମାଧ୍ୟମରେ ୨୪ଘଣ୍ଟା…