ବର୍ଷାରେ ଖାଆନ୍ତୁ ‘ପଣସ କବାବ୍’, ଜାଣନ୍ତୁ କିପରି ପ୍ରସ୍ତୁତ କରିବେ
ପଣସ ତରକାରିର ମଜା ହିଁ କିଛି ଅଲଗା ଥାଏ। ଆମିଷ ଖାଉଥିବା ଲୋକଙ୍କ ପାଇଁ ପଣସ ନିରାମିଷ ମଟନ ହୋଇଥାଏ। ଏହି ସପ୍ତାହରେ ଅତିଥିମାନଙ୍କୁ ପଣସ କବାବ୍ ତିଆରି କରି ସରପ୍ରାଇଜ୍ ଦିଅନ୍ତୁ। ଏହି ରେସିପି ସ୍ୱାଦିଷ୍ଟ ସହିତ ବହୁତ ସହଜରେ ମଧ୍ୟ ତିଆରି ହୋଇଥାଏ। ଆପଣ ଯାହାକୁ ପରଷିବେ, ସେ ମଧ୍ୟ ଖୁସି…