Below header
Browsing Tag

VIGILANCE TRAP

ଭିଜିଲାନ୍ସ ଜାଲରେ କେନ୍ଦୁଝର ଟାଉନ ପ୍ଲାନିଂ ଅମିନ, ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଅନ୍ତର୍ଯ୍ୟାମୀ ଦାସ

କେନ୍ଦୁଝର : ଭିଜିଲାନ୍ସ ଜାଲରେ କେନ୍ଦୁଝର ଟାଉନ ପ୍ଲାନିଂ ଅମିନ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଅମିନ ଅନ୍ତର୍ଯ୍ୟାମୀ ଦାସ ଧରାପଡ଼ିଛନ୍ତି । କେନ୍ଦୁଝର ସହରରେ ଥିବା ନଜ ଜମିରେ ଘର ତିଆରି ପାଇଁ ଟାଉନ ପ୍ଲାନିଂ ପାଇଁ ଅନୁମତି ଦେବାକୁ ସେ ବିଚିତ୍ରାନନ୍ଦ ବାରିକଙ୍କ ଠାରୁ ଲାଞ୍ଚ ନେଉଥିଲେ…

ଭିଜିଲାନ୍ସ କବଜାରେ ଏନ୍‌ଏଚ୍‌ଏଆଇ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ନିର୍ବାହୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ । ଜୟପୁର ଏନ୍‌ଏଚ୍‌ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡାଙ୍କ ଠାରୁ ବେଆଇନ୍‌ ଭାବେ ୩ ଲକ୍ଷ ୮୯ ହଜାର ୧୭୫ ଟଙ୍କା ଜବତ ହୋଇଛି । ଯାହାର ସେ ହିସାବ ଦେଇ ପାରି ନଥିଲେ । ଆଠ ନମ୍ବର ଡିଏଭି ସ୍କୁଲ ପାଖରେ…

ଲାଞ୍ଚ ନେଲି କାହିଁକି ? ଧରାପଡ଼ିଲି କାହିଁକି

ମୋହନା (କେନ୍ୟୁଜ୍) : ଭିଜିଲାନ୍ସ ଜାଲରେ ଗଜପତି ଜିଲ୍ଲା ମୋହନା ତହସିଲ ଅନ୍ତର୍ଗତ ଚାନ୍ଦିପୁଟ ରାଜସ୍ୱ ନିରୀକ୍ଷକ ପ୍ରଭାକର ପାଢ଼ୀ । ଜମି ସୀମା ଚିହ୍ନଟ ପାଇଁ ଟୁଟୁଗୁଡା ଗାଁର ଦୁଃଶାସନ ପ୍ରଧାନଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।…