Below header

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ, ଛାତ୍ରଙ୍କ ତୁଳନାରେ ୫. ୯୬ ପ୍ରତିଶତ ଛାତ୍ରୀ କଲେ ବାଜିମାତ୍

କେନ୍ୟୁଜ୍(ବ୍ୟୁରୋ): ବହୁ ପ୍ରତୀକ୍ଷା ପରେ  ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ । ମୋଟ୍‌ ପାସ୍‌ ହାର ୮୮. ୭୮ ପ୍ରତିଶତ ରହିଛି । cbseresults.nic.inରେ ରେଜଲ୍ଟ ଉପଲବ୍ଧ ହେଉଛି । ଏଥିରେ ଦିଲ୍ଲୀ ଜୋନ୍‌ରେ ପାସ୍‌ ହାର ୯୪. ୩୯ ପ୍ରତିଶତ ରହିଛି । ୯୨. ୧୫ ପ୍ରତିଶତ ଛାତ୍ରୀ ପାସ୍‌ କରିଛନ୍ତି । ଛାତ୍ରଙ୍କ ତୁଳନାରେ ୫. ୯୬ ପ୍ରତିଶତ ଛାତ୍ରୀ ପାସ୍‌ କରିଛନ୍ତି ।

ଚଳିତ ବର୍ଷ ପାଖାପାଖି ୧୨ ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଦେଇଥିଲେ । କରୋନା କଟକଣା ଯୋଗୁ ଚଳିତ ବର୍ଷ ବାକି ଥିବା ଦଶମ ଓ ଦ୍ୱାଦଶ ପରୀକ୍ଷା ବାତିଲ କରାଯାଇଥିଲା । ଇଣ୍ଟରନାଲ ଆସେମେଣ୍ଟକୁ ନେଇ ମୂଲ୍ୟାଙ୍କନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.