Excitel ଆଣିଲା ଜବରଦସ୍ତ ଅଫର, ୩ ମାସ ପାଇଁ ଫ୍ରିରେ ମିଳିବ ଇଣ୍ଟରନେଟ
ଫ୍ରି ଇଣ୍ଟରନେଟ କଥା ଶୁଣିଲେ ଲୋକଙ୍କ ମନରେ ଲୋଭ ଆସିବା ସ୍ୱାଭାବିକ । କାହିଁକି ନା ଏବେ ରିଚାର୍ଜ ଦାମ ଏତେ ଅଧିକ ହୋଇଯାଇଛି ଯେ ଲୋକମାନେ ରିଚାର୍ଜ କରିବାକୁ ବି ଡରୁଛନ୍ତି । ତେବେ ଆପଣ ଯଦି ଫ୍ରି ଇଣ୍ଟରନେଟ ସର୍ଭିସ ଚାହୁଁଛନ୍ତି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ବଢିଆ ଅଫର । ଗୋଟିଏ…