Below header
Browsing Tag

cinematographer

ଶୁଟିଙ୍ଗ୍‌ ସମୟରେ ହଲିଉଡ୍‌ ଅଭିନେତାଙ୍କ ଫିଲ୍ମି ବନ୍ଧୁକରୁ ବାହାରିଲା ଅସଲି ଗୁଳି, ଚାଲିଗଲା ସିନେମାଟୋଗ୍ରାଫରଙ୍କ…

ହଲିଉଡ୍‌ ଫିଲ୍ମ ‘ରଷ୍ଟ୍‍’ର ଶୁଟିଙ୍ଗ୍‌ ସେଟରେ ହିରୋ ଏଲେକ ବାଲ୍ଡଭିନ୍‌ଙ୍କ ଫିଲ୍ମି ବନ୍ଧୁକରୁ ବାହାରିଥିବା ଗୁଳି ସିନେମାଟୋଗ୍ରାଫରଙ୍କ ଜୀବନ ନେଇ ଯାଇଛି। ଏହି ଘଟଣାରେ ଫିଲ୍ମର ଡାଇରେକ୍ଟର ଗୁରୁତର ଆହତ ହୋଇଛନ୍ତି। ଘଟଣା ବିଷୟରେ ସୂଚନା ଦେଇ ପୋଲିସ କହିଛି, ଗୁରୁବାର ଫିଲ୍ମ ଶୁଟିଙ୍ଗ୍‌…

ସିନେମାଟୋଗ୍ରାଫର ଗାଗାରିନ୍‌ ମିଶ୍ରଙ୍କ ହୃଦ୍‌ଘାତରେ ପରଲୋକ

ଭୁବନେଶ୍ବର: ସିନେମାଟୋଗ୍ରାଫର ଗାଗାରିନ୍‌ ମିଶ୍ରଙ୍କ ପରଲୋକ । ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ଦୀର୍ଘ ବର୍ଷ ହେବ ସେ ମୁମ୍ବାଇରେ ରହି ଆସୁଥିଲେ । ବଡ ଭାଇଙ୍କ ଅନ୍ତେଷ୍ଟୀ ଓ ଶୁଦ୍ଧିକ୍ରିୟା ସାରି ଗାଗାରିନ୍‌ ଗତକାଲି…