Below header
Browsing Tag

concrete collapsed

ଆନନ୍ଦପୁର: ମେଡିକାଲ ଛାତରୁ ଖସିଲା କଂକ୍ରିଟ୍, ଅଳ୍ପକେ ବର୍ତ୍ତିଲେ ରୋଗୀ

ଆନନ୍ଦପୁର(କେନ୍ୟୁଜ୍):  ଆନନ୍ଦପୁର ଉପଖଣ୍ଡ ମୁଖ୍ଯ ଚିକିତ୍ସାଳୟ ଠାରେ ଘଟିଛି ଅଘଟଣ। ମେଡିକାଲର ଓପିଡି ବିଭାଗରେ ଡାକ୍ତରଙ୍କୁ ଦେଖାଇବାକୁ ଅନେକ ରେଗୀ ଧାଡିରେ ରହିଥବା ସମୟରେ ହଠାତ୍ ଛାତରୁ କଂକ୍ରିଟ ଖସିବାରୁ ଜଣେ ରୋଗୀ ଆହତ ହୋଇଛନ୍ତି। ତେବେ ସୋଭାଗ୍ଯ ବସତଃ ଅନ୍ୟ କାହାରି କିଛି କ୍ଷତି…