Browsing Tag

engineer trapped

ଜାପାନର ୟେକୋହୋମା ବନ୍ଦରରେ ଫସି ରହିଛନ୍ତି ଜଣେ ଓଡ଼ିଆ ଇଞ୍ଜିନିୟର, ଉଦ୍ଧାର କରିବାକୁ କଲେ ଆକୁଳ ନିବେଦନ

ବ୍ରହ୍ମପୁର: ଜାପାନରେ ଫସି ରହିଛନ୍ତି ଜଣେ ଓଡ଼ିଆ ଇଞ୍ଜିନିୟର । ଜାପାନରେ ୟେକୋହୋମା ବନ୍ଦରରେ ସେ ଫସି ରହିଛନ୍ତି । ତାଙ୍କ ନାଁ ଶିବାଶିଷ ନାୟକ । ତାଙ୍କ ଘର ଜିଲ୍ଲା ବ୍ରହ୍ମପୁରରେ ବୋଲି ଜଣାପଡିଛି । ତାଙ୍କୁ ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଛନ୍ତି । ଜାହାଜରେ ୧୩୮ ଜଣ ଭାରତୀୟ ଥିବା…