Below header

ଜାପାନର ୟେକୋହୋମା ବନ୍ଦରରେ ଫସି ରହିଛନ୍ତି ଜଣେ ଓଡ଼ିଆ ଇଞ୍ଜିନିୟର, ଉଦ୍ଧାର କରିବାକୁ କଲେ ଆକୁଳ ନିବେଦନ

ବ୍ରହ୍ମପୁର: ଜାପାନରେ ଫସି ରହିଛନ୍ତି ଜଣେ ଓଡ଼ିଆ ଇଞ୍ଜିନିୟର । ଜାପାନରେ ୟେକୋହୋମା ବନ୍ଦରରେ ସେ ଫସି ରହିଛନ୍ତି । ତାଙ୍କ ନାଁ ଶିବାଶିଷ ନାୟକ । ତାଙ୍କ ଘର ଜିଲ୍ଲା ବ୍ରହ୍ମପୁରରେ ବୋଲି ଜଣାପଡିଛି । ତାଙ୍କୁ ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଛନ୍ତି । ଜାହାଜରେ ୧୩୮ ଜଣ ଭାରତୀୟ ଥିବା ବେଳେ ସେମାନଙ୍କ ମଧ୍ୟରେ ୧୩୨ ଜଣ କ୍ରୀଉ ମେମ୍ବର ଓ ୬ ଜଣ ଯାତ୍ରୀ ଅଛନ୍ତି । ଜାହାଜରେ ଥିବା ଭାରତୀୟଙ୍କ ମଧ୍ୟରୁ କିଛି ଭାରତୀୟ କରୋନା ଆକ୍ରାନ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.