Browsing Tag

fire crackers ban

ଏଥର ଦୀପାବଳିରେ ବାଣ ବିକ୍ରି ଓ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଲେ ଦିଲ୍ଲୀ ସରକାର, ପ୍ରଦୂଷଣ ଓ କରୋନା ମାମଲା…

ନୂଆଦିଲ୍ଲୀ: ଏଥର ଦୀପାବଳିରେ ଦିଲ୍ଲୀରେ ଫୁଟିବନି ବାଣ । ବାଣ ବିକ୍ରି ଓ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ସହ କରୋନା ମାମଲା ବଢୁଥିବାରୁ ସରକାର କଟକଣା ଲଗାଇଛନ୍ତି । ତେଣୁ ଏଥର ଦୀପାବଳିରେ ବାଣ ନଫୁଟାଇବା ପାଇଁ ଲୋକଙ୍କୁ…