Below header
Browsing Tag

fireball

ଶସ୍ତା ସାବୁନ ଫେଣରେ ଧରିଗଲା ନିଆଁ, ଗାଧୋଇବା ବେଳେ ୪ ବର୍ଷ ପିଲାର ଜଳିଗଲା ସମ୍ପୂର୍ଣ୍ଣ ଶରୀର

ନୂଆଦିଲ୍ଲୀ : ଶସ୍ତା ସାବୁନ ବିକ୍ରି କରିବାର ପରିଣାମ କେତେ ଭୟଙ୍କର ହୋଇପାରେ ତାହା ଆପଣ ଏହି ଖବର ଜରିଆରେ ନିଶ୍ଚୟ ଜାଣିପାରିବେ । ଶସ୍ତା ସାବୁନ୍ ଲଗାଇ ଗୋଟିଏ ୪ ବର୍ଷର ପିଲା ଗାଧୋଉଥିବା ବେଳେ ହଠାତ୍ ଫେଣରେ ନିଆଁ ଧରିଗଲା । ଫଳରେ ପିଲାଟିର ସମ୍ପୂର୍ଣ୍ଣ ଶରୀରରେ ନିଆଁ ଲାଗିଯାଇଛି । ତାକୁ…

ଟିଭି ଆଙ୍କରଙ୍କ ଉପରେ ଖସିପଡିଲା ଜଳନ୍ତା ନିଆଁଗୋଳା, ନିଜ ରକ୍ଷାକୁ କରିବାକୁ ଦେଖନ୍ତୁ କଣ କଲେ

ଟିଭି ଆଙ୍କରଙ୍କ ଉପରେ ଖସିଲା ଜଳନ୍ତା ନିଆଁଗୋଳା । ଲାଇଭ୍ ଶୋ ଚାଲିଥିବା ବେଳେ ଟିଭି ଷ୍ଟୁଡିଓ ମଧ୍ୟରେ ଏହି ଦୁର୍ଘଟଣାଟି ହୋଇଛି । ଯାହା ଫଳରେ ନିଜକୁ ରକ୍ଷା କରିବାକୁ ବିତର୍କରେ ଭାଗନେଇଥିବା ଗେଷ୍ଟଙ୍କୁ ଛାଡି ପଳାଇଥିଲେ । ଘଟଣାଟି ଘଟିଛି ପଡୋଶୀ ପାକିସ୍ତାନରେ । ଏବେ ଏହି ଭିଡିଓ…