ମେ ୧୦ରେ ଗୁଗୁଲ I/O ଇଭେଣ୍ଟ, ଆସନ୍ତୁ ଜାଣିବା କଣ ରହିଛି ସୁନ୍ଦର ପିଚାଇଙ୍କ ମୁଣିରେ
କେନ୍ୟୁଜ୍(ବ୍ୟୁରୋ): ମେ ୧୦ରେ ଗୁଗୁଲ I/O ଇଭେଣ୍ଟ । କମ୍ପାନୀ ପକ୍ଷରୁ ଏହାର ଡଭଲପର କନଫରେନ୍ସରେ ନୂଆ ପ୍ରଡକ୍ଟ ସବୁର ଘୋଷଣା କରାଯିବ । ଯାହାକୁ ଅନାଇ ବସିଛନ୍ତି ଗୁଗୁଲର ଗରାଖ । କମ୍ପାନୀ ମୁଖ୍ୟ ସୁନ୍ଦର ପିଚାଇ ନୂଆ ନୂଆ ଡଭଲପମେଣ୍ଟ ବାବଦରେ ଘୋଷଣା କରିପାରନ୍ତି । ଏବେ ସେହି…