Below header
Browsing Tag

migrant labourers

କାମ ବଦଳରେ ମିଳୁନି ପାରିଶ୍ରମିକ, ଭୋକ ଉପାସରେ କଟୁଛି ଶ୍ରମିକଙ୍କ ଜୀବନ 

କଣ୍ଟାମାଳ(କେନ୍ୟୁଜ): ପେଟ ପାଇଁ ଦାଦନ । ଆଉ ସେହି ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର । ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଉପାନ୍ତ ଅଂଚଳରେ ଥିବା କଣ୍ଟାମାଳ ବ୍ଲକ ଲମ୍ବସରି ପଂଚାୟତ ଅନ୍ତର୍ଗତ ଗୁହିରାପାଲି ଓ ଦେମୁହାଣୀ ଗାଁରେ । ଏହି ଗାଁର ପ୍ରାୟ ୩୦ରୁ ଊର୍ଦ୍ଧ୍ଵ ଶ୍ରମିକମାନେ ସୁଦୂର…

କମିବା ନାଁ ଧରୁନି ବେଆଇନ ଦାଦନ ଚାଲାଣ: ପୁଣି ୪୪ଜଣ ଉଦ୍ଧାର

ବଲାଙ୍ଗିର(କେନ୍ୟୁଜ୍): ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ଚାଲାଣବେଳେ ବଲାଙ୍ଗିର ସହର କଚେରୀ ଛକରୁୁ ୪୪ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୪ଶିଶୁ ନାବାଳକ । ଉଦ୍ଧାର…