ବିନା ଇଣ୍ଟରଭ୍ୟୁରେ NHAIରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ
ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ । ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ(NHAI)ଡିପୁଟି ମ୍ୟାନେଜର ପଦବୀ ପାଇଁ ନୋଟିଫିକେସନ୍ ଜାରି କରିଛି । ଆବେଦନକାରୀମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ।
ପଦବୀ ବିବରଣୀ : ଏହି ନିଯୁକ୍ତି ପାଇଁ ୪୦ଟି…