NHAI ରେ ଚାକିରି ପାଇଁ ତୁରନ୍ତ କରନ୍ତୁ ଆବେଦନ, ମାସକୁ ୨ ଲକ୍ଷରୁ ଅଧିକ ଦରମା

ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆରେ ଅନେକ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ୧୫ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଚୟନିତ ପ୍ରାର୍ଥୀଙ୍କୁ ଦରମା ୭୮,୮୦୦ ଟଙ୍କାରୁ ୨,୦୯,୨୦୦ ଟଙ୍କା ରହିଛି ।

ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆରେ ଅନେକ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୬୩

ଡେପୁଟି ଜେନେରାଲ ମ୍ୟାନେଜର (ଆଡମିନିଷ୍ଟ୍ରେସନ)
ଡେପୁଟି ଜେନେରାଲ ମ୍ୟାନେଜର (ଲ)
ଡେପୁଟି ଜେନେରାଲ ମ୍ୟାନେଜର (ଟେକ୍ନିକ)
ମ୍ୟାନେଜର

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୫ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୫୬ ବର୍ଷ ହୋଇଥିବା ଜୁରୀ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ଦରମା ୭୮,୮୦୦ ଟଙ୍କାରୁ ୨,୦୯,୨୦୦ ଟଙ୍କା ରହିଛି ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.