ଆସିଷ୍ଟାଣ୍ଟ ସର୍ଜନ ପଦବୀ ପାଇଁ ୨୫୫୩ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଆସିଷ୍ଟାଣ୍ଟ ସର୍ଜନ(ଜେନେରାଲ) ପଦବୀ ପାଇଁ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ତାମିଲନାଡୁ ମେଡିକାଲ ରିକ୍ରୁଟମେଣ୍ଟ ବୋର୍ଡରେ ଭର୍ତ୍ତି ହେଉଛି । ଏଠାରେ ୨୫୫୩ ପଦବୀରେ ଭର୍ତ୍ତି ହେବ । ଏଥିପାଇଁ ଆପ୍ଲିକେସନ ଆଜିଠାରୁ ଆରମ୍ଭ ହେଉଛି ।

ମେଡିକାଲ ପ୍ରଫେସନାଲ୍ସ ପଦବୀରେ ବମ୍ପର ଭର୍ତ୍ତି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ଏଠାରେ ୨୫୫୩ ପଦବୀରେ ଭର୍ତ୍ତି ହେବ । ଆସିଷ୍ଟାଣ୍ଟ ସର୍ଜନ(ଜେନେରାଲ) ପଦବୀ ପାଇଁ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ତାମିଲନାଡୁ ମେଡିକାଲ ରିକ୍ରୁଟମେଣ୍ଟ ବୋର୍ଡରେ ଭର୍ତ୍ତି ହେଉଛି । ଏଥିପାଇଁ ଆପ୍ଲିକେସନ ଆଜିଠାରୁ ଆରମ୍ଭ ହେଉଛି ।

ଏଥିପାଇଁ ଆବେଦନ ଅନଲାଇନ ହେବ । ଏଥିପାଇଁ ଆପଣ mrb.tn.gov.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୨୫୫୩

ଆସିଷ୍ଟାଣ୍ଟ ସର୍ଜନ(ଜେନେରାଲ)

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଆଜିଠାରୁ ଆରମ୍ଭ ହେଉଛି । ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ୧୫ ମଇ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଏମବିବିଏସ ଡିଗ୍ରୀ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୩୭ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ସଂରକ୍ଷିତ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ପାସ୍‌ କରିବା ପରେ ହେବ । କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ ।

ଆବେଦନ ଶୁଳ୍କ : ଆବେଦନ କରିବାର ପାଇଁ ସାଧାରଣ ବର୍ଗ ପ୍ରାର୍ଥୀ ୧୦୦୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ ୫୦୦ ଟଙ୍କା ଆବେଦନ ଶୁଳ୍କ ଦେବେ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.