Below header

ହାଇକୋର୍ଟରେ ଚାକିରି ପାଇଁ ତୁରନ୍ତ କରନ୍ତୁ ଆବେଦନ, ଦରମା ମାସକୁ ପ୍ରାୟ ୨ ଲକ୍ଷ

ଆଲାହବାଦ ହାଇକୋର୍ଟ ତରଫରୁ ନୋଟିଫିକେସନ ଜାରି ହୋଇଛି । ନୋଟିସ ଅନୁଯାୟୀ ଏଠାରେ ୮୩ ପଦବୀରେ ଭର୍ତ୍ତି ହେବ । ଏହି ପଦବୀରେ ଭର୍ତ୍ତି ପାଇଁ ଆବେଦନ ୧୫ ମାର୍ଚ୍ଚ ୨୦୨୪ରୁ ଆରମ୍ଭ ହେବ ।

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆଲାହବାଦ ହାଇକୋର୍ଟ ତରଫରୁ ନୋଟିଫିକେସନ ଜାରି ହୋଇଛି । ନୋଟିସ ଅନୁଯାୟୀ ଏଠାରେ ୮୩ ପଦବୀରେ ଭର୍ତ୍ତି ହେବ । ଏହି ପଦବୀରେ ଭର୍ତ୍ତି ପାଇଁ ଆବେଦନ ୧୫ ମାର୍ଚ୍ଚ ୨୦୨୪ରୁ ଆରମ୍ଭ ହେବ । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାର ଶେଷ ତାରିଖ ୩୦ ଏପ୍ରିଲ ୨୦୨୪ ରହିଛି । ହାର୍ଡକପି ଜମା କରିବାର ଶେଷ ତାରିଖ ୭ ମଇ ୨୦୨୪ ରହିଛି ।

ପଦବୀ ବିବରଣୀ : ୮୩

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ଏପ୍ରିଲ ୨୦୨୪ ଯାଏଁ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଜାଣିବା ପାଇଁ ଅଫିସିଆଲ ସାଇଟ୍‌ ଚେକ୍‌ କରନ୍ତୁ ।

ବୟସ ସୀମା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୩୫ ରୁ ୪୫ ବର୍ଷ ହେବା ଜରୁରୀ ।

ଦରମା : ଚୟନିତ ପ୍ରାର୍ଥୀ ୧,୪୪,୮୪୦ ରୁ ଆରମ୍ଭ କରି ୧,୯୪,୬୬୦ ଟଙ୍କା ମିଳିବ ।

ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ allahabadhighcourt.in କୁ ଯିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.