୫ ଦିନରେ ତିଆରି ହେଲା ୭୫ କିମି ହାଇୱେ, କାମକୁ ପ୍ରଶଂସା କଲେ ନୀତିନ ଗଡକାରୀ
ରାସ୍ତା ନିର୍ମାଣରେ ବିଶ୍ୱ ରେକର୍ଡ କରିଛି NHAI । ୫ ଦିନରେ ୭୫ କିଲୋମିଟର ଲମ୍ବ ସଙ୍ଗିଲ ଲେନ କଂକ୍ରିଟ ରୋଡ ତିଆରି ହୋଇଛି। ଅମରାବତୀ ଓ ପଶ୍ଚିମ ବଦର୍ଭର ଆକୋଲାର NH 53ରେ ବିଟୁମିନସ କଂକ୍ରିଟ ରୋଡ ତିଆରି କରିଛି NHAI ଓ ଏହାର କଣ୍ଟ୍ରାକ୍ଟର । ଜୁନ ୩ ତାରିଖ ସକାଳରେ କାମ ଆରମ୍ଭ ହୋଇଥଲା ।…