ଏଣିକି ଗୁଗୁଲ୍ ଆପ୍ରେ ଉପଲବ୍ଧ ହେବ ଓଡ଼ିଆ ଭାଷାର ଆପ୍ଲିକେସନ୍
ଏଣିକି ଗୁଗୁଲ୍ ଆପ୍ରେ ଉପଲବ୍ଧ ହେବ ଓଡ଼ିଆ ଭାଷାର ଆପ୍ଲିକେସନ୍ । ଓଡ଼ିଆରେ ଲେଖି ଏଣିକି ଗୁଗୁଲ୍ରେ ସର୍ଚ୍ଚ କରିହେବ । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପରେ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଭାଷାକୁ ଆଉ ଏକ ସ୍ୱୀକୃତି ମିଳିଛି । ଇଣ୍ଟରନେଟ୍ ବ୍ୟବହାର ଓ ବ୍ୟବହାରକାରୀଙ୍କ ସଂଖ୍ୟା ବଢିବା…