ଦୀପାବଳି ପୂର୍ବରୁ ଲଞ୍ଚ ହେଲା ୪୩ ଇଞ୍ଚର ସ୍ମାର୍ଟ ଟିଭି ସେ ବି ଶସ୍ତା ଦାମରେ , ଶୀଘ୍ର କିଣନ୍ତୁ
Infinix ଲଞ୍ଚ କଲା ନିଜର ନୂଆ ଦମଦାର ସ୍ମାର୍ଟ ଟିଭି। ଯାହାର ଦାମ ରହିଛି ଏକଦମ ଶସ୍ତା। ଦୀପାବଳି ଅବସରରେ କମ୍ପାନୀ ତରଫରୁ ଏହି ପ୍ରଡ଼କ୍ଟ କୁ ସେଲ୍ କରାଯାଉଛି। ତେବେ ଆପଣ ଯଦି ଏହି ସୁଯୋଗର ଫାଇଦା ଉଠାଇବାକୁ ଚାହୁଁଛନ୍ତି। ତେବେ ଆମର ଏହି ଭିଡ଼ିଓରୁ ଜାଣନ୍ତୁ କିପରି ଫାଇଦା ଉଠାଇବେ।…