ଭାଇ ପାଇଁ ଭାବୁକ ଚିଠି ଲେଖିଲେ ସୁଶାନ୍ତଙ୍କ ଭଉଣୀ, କହିଲେ ‘୩୫ ବର୍ଷରେ ପ୍ରଥମ ଥର ପାଇଁ ସେହି ହାତ ମୋ ପାଖରେ ନାହିଁ…
ଆଜି ସବୁ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧୁଛନ୍ତି, କିନ୍ତୁ ମୁଁ ଏତେ ବଡ ହତଭାଗିନୀ ଯେ, ମୋ ପାଖରେ ଆଉ ମୋ ଭାଇ ନାହିଁ। ୩୫ ବର୍ଷ ପରେ ପ୍ରଥମ ଥର ପାଇଁ ମୋ ପାଖରେ ରାକ୍ଷୀ ଅଛି, ମିଠା ଅଛି, ଚନ୍ଦନ ଟୀକା ଥାଳି ବି ରହିଛି କିନ୍ତୁ ସେହି ହାତ ନାହିଁ, ଯେଉଁ ହାତରେ ମୁଁ ରାକ୍ଷୀ…