Below header
Browsing Tag

seven children dead

ପୋଖରୀରେ ବୁଡି ୭ ଜଣ ପିଲାଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା

ବିହାରର ଛପରା ଇସୁଆପୁର ଅଞ୍ଚଳର ଡୋଏଲା ଗାଁର ୭ ଜଣ ପିଲା ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ପିଲାଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଘଟଣା ମୁତାବକ, ଡୋଏଲା ଗାଁ ପାଖରେ ଥିବା ଏକ ପୋଖରୀ ନିକଟରେ ଗଛକଟା କାମ ଚାଲିଥିଲା। ଉକ୍ତ ସମୟରେ ପିଲାମାନେ ସେଠାରେ ଖେଳୁଥିଲେ। ଗଛଟି…