Browsing Tag

similipal road

ନୂଆ ବର୍ଷରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼, ଆକର୍ଷଣ ପାଲଟିଛି ଏଠାରେ ଥିବା ଜଳପ୍ରପାତ

କରଞ୍ଜିଆ: ଓଡ଼ିଶାର ସୋନ୍ଦର୍ଯ୍ଯର ଗନ୍ତାଘର ଶିମିଳିପାଳକୁ ନୂଆ ବର୍ଷରେ ପର୍ଯ୍ୟଟକ ଭିଡ଼ ଦେଖିବାକୁ ମିଳିଛି ।  ଜୋରନ୍ଦା, ବରେଇପାଣି ,ଉତ୍ସକି ପ୍ରଭୁତି ଜଳପ୍ରପାତ ପର୍ଯ୍ୟଟକ ଆକର୍ଷଣ ପାଲଟିଛି । ପର୍ଯ୍ୟଟକଙ୍କୁ ଆଖି ଆଗରେ ରଖି ରାତିରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକ ମାନେ…