Below header
Browsing Tag

spinach pack

ଚୁଟି ବଢୁନାହିଁ କି ? ଲଗାନ୍ତୁ ପାଳଙ୍ଗ ହେୟାର ପ୍ଯାକ୍, ଦେଖନ୍ତୁ ଚମତ୍କାର

କେଶ ବଢିବା ସବୁଠାରୁ ଧିର ପ୍ରକ୍ରିୟା। ଦୁଇ ଇଞ୍ଚ କେଶ ବଢିବା ପାଇଁ ୩ ମାସ ଲାଗିଯାଏ। ତେଣୁ କେଶ ବଢାଇବା ପାଇଁ ଲୋକ ବିଭିନ୍ନ ପ୍ରକାର ଉପାୟ ଆପଣାନ୍ତି ଯେଉଁଥିରେ ପ୍ରତିଦିନ କେଶରେ ତେଲ ଲଗାଇବା ଠାରୁ ଆରମ୍ଭ କରି ହେୟାର ପ୍ଯାକ୍ ସବୁକିଛି ସାମିଲ ରହିଛି। ଅଧିକାଂଶ ଯୁବତୀଙ୍କର ଇଚ୍ଛା…