Below header
Browsing Tag

taliban minister

ସୁଇସାଇଡ୍‌ ବମ୍ବର ହେବାକୁ ଦେଉଥିଲେ ତାଲିମ୍‌, ତାଲିବାନ ବନାଇଦେଲା ମନ୍ତ୍ରୀ

ତାଲିବାନ ଆଫଗାନିସ୍ତାନରେ ସରକାର ଗଢ଼ିବାର ଘୋଷଣା କରି ଦେଇଛି। ଏହି ସରକାରରେ କିଛି ମନ୍ତ୍ରୀ ନିଜର ଅତି ବିବାଦୀୟ ପ୍ରୋଫାଇଲ ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଏମିତି କିଛି ନେତା ଅଛନ୍ତି, ଯାହାଙ୍କ ଉପରେ କୋଟି କୋଟି ଟଙ୍କାର ପୁରସ୍କାର ରହିଛି। ତ ସେପଟେ କିଛି ବିଶ୍ୱ ସ୍ତରର…