Below header
Browsing Tag

thread ceremony

ଅର୍ଥଅଭାବରୁ ନିଜ ପିଲାଙ୍କୁ ବ୍ରତ କରିପାରୁନଥିବା ଅଭିଭାବକଙ୍କ ପାଇଁ ଦେବଦୂତ ସାଜିଲେ ସୌର ବ୍ରାହ୍ମଣ ପରିଷଦ, ୫୪ ଜଣ…

କଟକ(କେନ୍ୟୁଜ୍): କୋଭିଡ ମହାମାରୀ ଅନେକଙ୍କୁ ବାପ-ମା ଛେଁଣ୍ଡ କରିଛି । ଅନେକଙ୍କ ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଭୁଶୁଡିଛି । ନିଜ ପିଲାଙ୍କୁ ବ୍ରତ କରିପାରୁ ନାହାନ୍ତି ଅନେକ ବ୍ରାହ୍ମଣ ପରିବାର । ଏଭଳି ସ୍ଥିତିରେ ବ୍ରାହ୍ମଣ ବାଳକଙ୍କ ବ୍ରତ ପାଇଁ ଆଗେଇ ଆସିଛି ସୌର ବ୍ରାହ୍ମଣ ପରିଷଦ । କଟକ…