Below header
Browsing Tag

traffic constable fined

ପୁରୀରେ ଜରିମାନା ଗଣିଲେ ଟ୍ରାଫିକ କନେଷ୍ଟବଳ, ଫାଇନ ଦେଲେ ୨ ହଜାର ଟଙ୍କା

ପୁରୀ(କେ.ନ୍ୟୁଜ): ପୁରୀରେ ଜରିମାନା ଗଣିଲେ ଟ୍ରାଫିକ କନେଷ୍ଟବଳ । ମାସ୍କ ପିନ୍ଧିନଥିବାରୁ ୨ ହଜାର ଟଙ୍କା ଫାଇନ ଦେଲେ। ପୁରୀରେ ମାସ୍କ ଯାଞ୍ଚ ବେଳେ ଡ୍ୟୁଟିରେ ଥିବା ଜଣେ ଟ୍ରାଫିକ କନେଷ୍ଟବଳ ମାସ୍କ ପିନ୍ଧି ନଥିବା ନଜରକୁ ଆସିଥିଲା। ଏଥିପାଇଁ ତାଙ୍କ ନାଁରେ ପୁରୀ ଟାଉନ ଥାନା ପୋଲିସ ଚାଲାଣ…