ବେଙ୍ଗାଲୁରୁରେ ଗଣେଶ ପୂଜା: ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେଲେ ଓଡ଼ିଶାର ନାମୀ ଦାମୀ କଳାକାର

ବେଙ୍ଗାଲୁରୁ: ଚଳିତ ବର୍ଷ ବେଙ୍ଗାଲୁରୁରେ ପ୍ରାୟ ୧୫ ରୁ ଉର୍ଦ୍ଧ୍ବ ସ୍ଥାନରେ ମହା ଆଡ଼ମ୍ବରରେ ଗଣେଶ ପୂଜା ପାଳିତ ହୋଇଛି । ବେଙ୍ଗାଲୁରୁ କୋରମଙ୍ଗଲାରେ ଉତ୍କଳ ୟୁଥ୍ ଆସୋସିଏସନ୍ ପକ୍ଷରୁ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା ମହାବିନାୟକଙ୍କ ପର୍ବ । ଦୀର୍ଘ ୧୦ ବର୍ଷ ଧରି ଉତ୍କଳ ୟୁଥ୍…

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଖେଳ ଶିକ୍ଷକଙ୍କ ନିର୍ଧୁମ ମାଡ଼, ୫ ଛାତ୍ରୀ ଗୁରୁତର ଆହତ

ବାଲିଗୁଡା: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଖେଳ ଶିକ୍ଷକଙ୍କ ନିର୍ଧୁମ ମାଡ଼ । ଖେଳ ଶିକ୍ଷକଙ୍କ ମାଡ଼ରେ ୫ ଜଣ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଖେଳ ଶିକ୍ଷକ ଛାତ୍ରୀମାନଙ୍କୁ ବାଡ଼ିରେ ନିର୍ଧୁମ ପ୍ରହାର କରିଥିବା ଗୁରୁତର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି । ଏପରି ଅଭାବନୀୟ…

ସାମ୍ନାକୁ ଆସିଲା ଅଜୟ ଦେବଗନଙ୍କ ‘ରେଡ୍ ୨’ ର ନୂଆ ରିଲିଜ୍ ଡେଟ୍, ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମ

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ସୁପରହିଟ୍ ଫିଲ୍ମ ମଧ୍ୟରେ 'ରେଡ୍' ମଧ୍ୟ ସାମିଲ ରହିଛି । ତେବେ ଚଳିତ ବର୍ଷ ଅଭିନେତାଙ୍କ ସୁପରହିଟ୍ ଫିଲ୍ମ 'ରେଡ୍'ର ସିକ୍ୱେଲ ଅର୍ଥାତ 'ରେଡ୍ ୨' ଫିଲ୍ମ ରିଲିଜ୍ ହେବାର ଥିଲା । ନଭେମ୍ବର ୨୦୨୪ରେ ଫ୍ୟାନ୍ସମାନେ ଅତି ଉତ୍ସାହର ସହିତ ଅପେକ୍ଷା କରିଥିଲେ ଏହି…

ଭାରତରେ HMD Global ଲଞ୍ଚ କଲା ୨ଟି ଶସ୍ତା 4G ଫିଚର୍ ଫୋନ୍, ମିଳିବ ଜବରଦସ୍ତ ଫିଚର୍ସ

ନୋକିଆର ଲାଇସେନ୍ସ କମ୍ପାନୀ HMD ଗ୍ଲୋବାଲ ଭାରତରେ ଆଉ ଦୁଇଟି ଶସ୍ତା 4G ଫିଚର୍ ଫୋନ୍ ଲଞ୍ଚ କରିଛି । HMD ର ଏହି ଉଭୟ ଫୋନ୍ ୟୁଟ୍ୟୁବ୍ ଏବଂ UPI ପେମେଣ୍ଟ ପରି ଫିଚର୍ ଗୁଡିକୁ ସପୋର୍ଟ କରିବ । ଏହି ଦୁଇଟି ଫୋନକୁ ଏକାଧିକ କଲର୍ ଅପ୍ସନରେ ପରିଚିତ କରିବାକୁ କମ୍ପାନୀ ଘୋଷଣା କରିଛି । କେବଳ…

କାହିଁକି ଫିଟ୍ ରହିବା ପାଇଁ ୧୦ ହଜାର ଷ୍ଟେପ୍ସ ଚାଲିବାକୁ କୁହାଯାଏ? ଜାଣନ୍ତୁ ଏହାର ପଛର କାରଣ

ଆଜିକାଲି ଆମେ ସମସ୍ତେ ଯେଉଁ ପ୍ରକାର ଲାଇଫ ଷ୍ଟାଇଲ ବିତାଉଛୁ, ଫିଟନେସ୍ ପାଇଁ ସମୟ ବାହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଘର ଏବଂ ଅଫିସର ଦାୟିତ୍ୱ ମଧ୍ୟରେ, ଆପଣଙ୍କୁ ପୁରା ଦିନରେ ନିଜ ପାଇଁ ୧ ଘଣ୍ଟା ବାହାର କରିବାକୁ ପଡିବ । ସେ ସକାଳ ହେଉ କିମ୍ବା ସନ୍ଧ୍ୟା ଆପଣ ନିଜ ଫିଟନେସ୍ ପାଇଁ…

ଭାଦ୍ରବ ମାସରେ ମୁଣ୍ଡଫଟା ଖରା, ବାଟୋଇଙ୍କୁ ଖରା ଦାଉରୁ ଆଶ୍ୱସ୍ତି ଦେଉଛି ୫୦୦ ବର୍ଷ ତଳର ଶ୍ୱେତ ବଟବୃକ୍ଷ

ସୃଷ୍ଟିର ରଚୟିତାଙ୍କ ସୁନ୍ଦର ପରିକଳ୍ପନା ହେଉଛି ଆମ ପୃଥିବୀ । ସ୍ରଷ୍ଟାଙ୍କ ପରିକଳ୍ପନା ଏବଂ ପ୍ରକୃତି ରାଣୀର ପରଶ ଛୁଆଁରେ ସପ୍ତରଙ୍ଗୀ ରଙ୍ଗର ପସରା ସତେ ଅବା ଆଙ୍କିଦେଇଛି ଏକ ଅଭିନବ ସୃଜନଶୀଳତା । ସେଇଥିପାଇଁ ତ ଏହି ପୃଥିବୀକୁ ବାରମ୍ବାର ଅବତାର ନେଇ ଚାଲି ଆସନ୍ତି ସେହି ଅବତାରୀ ପୁରୁଷ…

Facebook ଭଳି ଏବେ WhatsAppରେ ବି ଲାଇକ୍ କରିପାରିବେ Status, ସାମ୍ନାକୁ ଆସିଲା ନୂଆ ଫିଚର୍

ମେସେଜ, ଭିଡିଓ କିମ୍ବା ଫଟୋ ପଠାଇବା ପାଇଁ ଆଜିକାଲି ବହୁ ସଂଖ୍ୟକ ଲୋକ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି । ସମୟ ବଦଳିବା ଅନୁଯାୟୀ, ଲୋକମାନେ ଏହା ମାଧ୍ୟମରେ କଲ୍ ଏବଂ ଭିଡିଓ କଲ୍ ସୁବିଧା ମଧ୍ୟ ପାଇଲେ । ଏହି ସମୟରେ, ହ୍ୱାଟ୍ସଆପର ବଢ଼ୁଥିବା ୟୁଜର୍ସଙ୍କୁ ଦୃଷ୍ଟିରେ ରଖି କମ୍ପାନୀ ପ୍ରତିଦିନ…

ଖୁବ ସ୍ୱତନ୍ତ୍ର ସୁହାଣୀ ଦେବୀଙ୍କ ଇତିହାସ, କିନ୍ତୁ ପ୍ରଶାସନ ଅଢୁଆଳରେ ରହିଯାଇଛି ଏହି ପୀଠ

ପ୍ରତିବର୍ଷ ପରି ଭାଦ୍ରବ ମାସ ଗଣେଶ ଚତୁର୍ଥି ପରେ ପ୍ରଥମ ମଙ୍ଗଳବାର ଦିନ ସୁହାଣୀ ଦେବୀଙ୍କ ପୂଜା ହୋଇଥାଏ । ରେଢ଼ାଖୋଲ ବ୍ଲକ ବଂଶାଜାଲ୍ ଗ୍ରାମ ନିକଟସ୍ଥ ସୁହାଣୀ ନାମକ ପାହାଡରେ ରହିଛି ସୁହାଣୀ ଦେବୀଙ୍କ ମନ୍ଦିର । ତେଣୁ ଗତକାଲି ଏହି ଦେବୀଙ୍କ ପୀଠରେ ପୂଜା କରାଯାଇଥିଲା । ପାହାଡର ଚାରିଆଡେ…

BSNLର ଦମଦାର ରିଚାର୍ଜ ପ୍ଲାନ, ୩୯୫ ଦିନର ଭାଲିଡିଟି ସହ ମିଳିବ ଅନଲିମିଟେଡ୍ ଡାଟା

BSNL ଏହାର ଶସ୍ତା ରିଚାର୍ଜ ପ୍ଲାନ୍‌ ଦ୍ୱାରା ବେସରକାରୀ କମ୍ପାନୀ ଗୁଡିକର ଚିନ୍ତା ବଢ଼ାଇଦେଇଛି । ବେସରକାରୀ କମ୍ପାନୀଗୁଡିକର ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ କେବଳ BSNL ଶସ୍ତା ଏବଂ ସୁଲଭ ପ୍ଲାନ୍‌ ଦେଉଛି । ୟୁଜରମାନଙ୍କ ସୁବିଧାକୁ ଧ୍ୟାନରେ ରଖି BSNL ଏହାର ଲିଷ୍ଟରେ ଉଭୟ ସର୍ଟ ଟର୍ମ…

ଗୌଡିୟ ମଠରେ ରାଧାଷ୍ଟମୀ ପୂଜା, ମନ୍ତ୍ର ପାଠରେ ସୃଷ୍ଟି ହେଉଛି ଭକ୍ତିମୟ ପରିବେଶ

ଆଜି ହେଉଛି ପବିତ୍ର ରାଧାଷ୍ଟମୀ । ଯେବେ ଯେବେ ଶ୍ରୀକୃଷ୍ଣଙ୍କ ନାମ ନିଆଯାଏ ସେତେବେଳେ ଶ୍ରୀରାଧାଙ୍କ ନାମ ମଧ୍ୟ ଆପେ ଆପେ ନିଆଯାଇଥାଏ । ଶ୍ରୀରାଧାଙ୍କ ନାମ ବ୍ୟତୀତ ଶ୍ରୀକୃଷ୍ଣଙ୍କ ନାମ ନେଲେ କୌଣସି ସୁଫଳ ମିଳିନଥାଏ ବୋଲି ନିଜେ ଶ୍ରୀକୃଷ୍ଣ କହିଛନ୍ତି । ହିନ୍ଦୁ ଧର୍ମରେ ଭାଦ୍ରବ ଶୁକ୍ଲ…

ଏହି ଉପାୟରେ ବ୍ୟବହାର କରନ୍ତୁ ଚିଆ ସିଡ୍ସ, କେଶ ହେବ ସୁନ୍ଦର ଏବଂ କୋମଳ

ଆଜିକାଲି ଅନେକ ଲୋକ କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶରୀରରେ ପୋଷକ ତତ୍ତ୍ୱର ଅଭାବ, ଷ୍ଟ୍ରେସ, ହରମୋନାଲ ଚେଞ୍ଜ, ପ୍ରଦୂଷଣ ଏବଂ ପାଣିପାଗର ପରିବର୍ତ୍ତନ ଏହାର ଅନ୍ୟତମ କାରଣ ହୋଇପାରେ । ଅନେକ ଥର କେଶ ସଠିକ୍ ପୁଷ୍ଟି ପାଏ ନାହିଁ ଯେଉଁଥିପାଇଁ ଦିନକୁ ଦିନ କେଶ ନଷ୍ଟ ହୋଇଯାଏ ।…

ରିଲିଜ ହେଲା ଫିଲ୍ମ ‘ଦେବରା’ର ଜବରଦସ୍ତ ଟ୍ରେଲର, ଦେଖିବାକୁ ମିଳିବ ଧାସୁ ଆକ୍ସନ୍ ଡ୍ରାମା

ଜୁନିଅର ଏନଟିଆର, ଜାନଭୀ କପୁର ଏବଂ ସୈଫ ଅଲ୍ଲୀ ଖାନଙ୍କ ଆଗାମୀ ଫିଲ୍ମ 'ଦେବରା'ର ଦମଦାର ଟ୍ରେଲର ରିଲିଜ ହୋଇଛି, ଯେଉଁଥିରେ ଫ୍ୟାନ୍ସଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି । ଜୁନିଅର NTRଙ୍କ ଏହି ଫିଲ୍ମ ଦୀର୍ଘ ସମୟ ଧରି ଖୁବ ଚର୍ଚ୍ଚାରେ ଥିଲା । ଫ୍ୟାନ୍ସମାନେ ଏହାର ଟ୍ରେଲରକୁ ଦୀର୍ଘ ସମୟ…