Below header

Airtelର ଦମଦାର ରିଚାର୍ଜ ପ୍ଲାନ, ୮୪ ଦିନ ଭାଲିଡିଟି ସହ ମିଳିବ ଫ୍ରି OTT ସବସ୍କ୍ରିପସନ୍

ଏୟାରଟେଲ ହେଉଛି ଦେଶର ଦ୍ୱିତୀୟ ବୃହତ୍ତମ କମ୍ପାନୀ । କମ୍ପାନୀର ବର୍ତ୍ତମାନ ୩୮ କୋଟିରୁ ଅଧିକ ୟୁଜର୍ସ ଅଛନ୍ତି । ଏହାର ଉତ୍କୃଷ୍ଟ କନେକ୍ଟିଭିଟି, ସ୍ପିଡ ଇଣ୍ଟରନେଟ୍ ଏବଂ ଦମଦାର ପ୍ଲାନ ହେତୁ କମ୍ପାନୀ କ୍ରମାଗତ ଭାବରେ ଏହାର ୟୁଜର ବେସ ବୃଦ୍ଧି କରୁଛି । ନିଜ ୟୁଜର୍ସମାନଙ୍କ ସୁବିଧା ପାଇଁ,…

ଡିହାଇଡ୍ରେସନରୁ ବଞ୍ଚିବା ପାଇଁ ପ୍ରତିଦିନ ଖାଲି ପେଟରେ ଖାଆନ୍ତୁ କାକୁଡି, ମିଳିବ ଅନେକ ଲାଭ

ପାଣିପାଗ ବିଭାଗ ପ୍ରବଳ ଗରମ ଏବଂ ଗୁଳୁଗୁଳି ହେତୁ ସମୟ ସମୟରେ ରେଡ ଆଲର୍ଟ ଜାରି କରୁଛି । ଯଦି ଆମେ ପ୍ରତିଦିନର ତାପମାତ୍ରା ବିଷୟରେ କଥା ହେବା, ତେବେ ଓଡ଼ିଶାରେ ପ୍ରାୟ ସବୁଦିନ ୪୫ ଡିଗ୍ରୀରୁ ଅଧିକ ରହୁଛି । ଗତ ୩ ଦିନରୁ ତାପମାତ୍ରା ଏତେ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ହିଟ୍ ୱେଭ ଏବଂ…

Automatic Car କିଣିବାକୁ ଚାହୁଁଛନ୍ତି କି? ମାତ୍ର ୧୫ ଲକ୍ଷରେ ମିଳିବ ଅନେକ ଅପ୍ସନ

କାର କିଣିବା ପୂର୍ବରୁ ଲୋକମାନେ କାରର ଫିଚର୍ସ ବିଷୟରେ ଜାଣିବାକୁ ଚାହାଁନ୍ତି । ଅଟୋମେଟିକ ଟ୍ରାନ୍ସମିଶନର ଅପ୍ସନ ମଧ୍ୟ ଏହି ଫିଚର୍ସଗୁଡିକର ତାଲିକାରେ ଅନ୍ତର୍ଭୁକ୍ତ । ଭାରତୀୟ ବଜାରରେ ୧୫ ଲକ୍ଷ ଟଙ୍କା ମଧ୍ୟରେ ଅନେକ ଅଟୋମେଟିକ କାର ଉପଲବ୍ଧ । ଏହି କାରଗୁଡିକର ଲିଷ୍ଟରେ ଅନେକ ବଡ ବଡ…

କାହିଁକି କଟା ହୋଇଥାଏ ଆପଲର ଲୋଗୋ? ଏହା ପଛରେ ରହିଛି ଏକ ରୋଚକ କାହାଣୀ

ଯେତେବେଳେ ବି ଦୁନିଆରେ ସର୍ବାଧିକ ରୋଜଗାର କରୁଥିବା କମ୍ପାନୀର କଥା ଉଠେ, ଆପଲ୍ ନାମ ପ୍ରଥମେ ନିଆଯାଏ । କାରଣ ଏହି ଆପଲ୍ କମ୍ପାନୀ ଗୋଟିଏ ମିନିଟରେ ୩.୫୮ କୋଟି ଟଙ୍କା ରୋଜଗାର କରେ । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ବର୍ତ୍ତମାନ ବିଷୟରେ କହିବାକୁ ଗଲେ, ଆପଲ୍…

କାରରେ ଯାତ୍ରା ସମୟରେ ରଖନ୍ତୁ ପିଲାଙ୍କ ଯତ୍ନ, ନିର୍ଦ୍ଦେଶାବଳୀ ଜାରି କରିଲା ସ୍ୱାସ୍ଥ୍ୟ ବିଭାଗ

ପିଲାମାନଙ୍କୁ ନେଇ କାରରେ ଯାତ୍ରା କରିବା ସମୟରେ ସେମାନଙ୍କ ଉପରେ ନଜର ରଖିବା ଅତ୍ୟନ୍ତ ଜରୁରୀ । ଗ୍ରୀଷ୍ମ ଋତୁରେ ଏହି ଦାୟିତ୍ୱ ଆହୁରି ଅଧିକ ହୋଇଯାଏ । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଗ୍ରୀଷ୍ମ ଋତୁରେ ଯାତ୍ରା କରିବା ସମୟରେ କିପରି ପିଲାମାନଙ୍କର ଯତ୍ନ ନିଆଯିବ ସେନେଇ ଏକ…

Vivo ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Vivo Y200 Pro

ଚଳିତ ମାସରେ ବଜାରରେ ଅନେକ ଦମଦାର ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଥିଲାବେଳେ ଅନେକ ସ୍ମାର୍ଟଫୋନ୍ ବଜାରରେ ଲଞ୍ଚ କରିବାକୁ ପ୍ରସ୍ତୁତ । ଯଦି ଆପଣ ଭିଭୋର ଫ୍ୟାନ ଏବଂ ଏକ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଭିଭୋ ଏହାର ନୂଆ ସ୍ମାର୍ଟଫୋନ୍ Vivo…

ମା’ ଶାରଳାଙ୍କ ଚନ୍ଦନଯାତ୍ରା, ନୌକାରେ ମା’ଙ୍କୁ ଦେଖିବା ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଜଗନ୍ନାଥ ସଂସ୍କୃତିରେ ଦେବାଦେବୀଙ୍କ ମାନବୀୟ ଲୀଳାରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ପ୍ରତ୍ୟକ ଦେବାଦେବୀଙ୍କ ପୀଠରେ ଚନ୍ଦନଯାତ୍ରା ପରମ୍ପରା ଦେଖିବାକୁ ମିଳିଥାଏ । ସେହିଭଳି ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ବାସିନୀ ମା'ଶାରଳାଙ୍କ…

BSNLର ଜବରଦସ୍ତ ରିଚାର୍ଜ ପ୍ଲାନ: ୯୧ଟଙ୍କାର ପ୍ଲାନରେ ମିଳିବ ୯୦ ଦିନର ଭାଲିଡିଟି

ଟେଲିକମ୍ ସେକ୍ଟର ସରକାରୀ କମ୍ପାନୀ BSNL ସବୁବେଳେ ଗ୍ରାହକଙ୍କୁ ଶସ୍ତା ଏବଂ ସୁଲଭ ଯୋଜନା ପ୍ରଦାନ କରିଥାଏ । ଜିଓ, ଏୟାରଟେଲ ଏବଂ ଭୋଡାଫୋନ ତୁଳନାରେ BSNL ର କମ୍ ଗ୍ରାହକ ଥାଇପାରେ, କିନ୍ତୁ କମ୍ପାନୀ ଏହାର ରିଚାର୍ଜ ପ୍ଲାନ ସହିତ ସମସ୍ତଙ୍କୁ କଠୋର ପ୍ରତିଯୋଗିତା ଦେଇଥାଏ । ଯେତେବେଳେ ବି…

ଶରୀରରେ କେମିତି ଦୂର କରିବେ ଆଇରନ ଅଭାବ? ପିଅନ୍ତୁ ଏହି ସବୁ ଜୁସ୍

ଶରୀରରେ ଆଇରନ ଅଭାବ ହେତୁ କ୍ରମାଗତ ଥକ୍କା, ଦୁର୍ବଳତା ଏବଂ ନିଶ୍ୱାସ ନେବାରେ ଅସୁବିଧା ହୁଏ । ଆଇରନ ସ୍ତର କମ୍ ହେତୁ ଜଣେ ରକ୍ତହୀନତାର ଶିକାର ମଧ୍ୟ ହୋଇପାରେ । ଏହା ହେମୋଗ୍ଲୋବିନକୁ ହ୍ରାସ କରିଥାଏ ଏବଂ ଅନେକ ରୋଗ ସୃଷ୍ଟି କରିପାରେ । ଏଥିରୁ ବଞ୍ଚିବା ପାଇଁ ଡାକ୍ତରଙ୍କ ପରାମର୍ଶରେ ଆପଣ…

ରାତିରେ ଶୋଇବା ସମୟରେ ଏସିର ତାପମାତ୍ରା କେତେ ରଖିବା ଉଚିତ୍?

ଗରମ ତଥା ଉତ୍ତାପରୁ ମୁକ୍ତି ପାଇବା ପାଇଁ ଏସି ହେଉଛି ସର୍ବୋତ୍ତମ ଉପାୟ । ଏଭଳି ପରିସ୍ଥିତିରେ ଅନେକ ଲୋକ ନିଜର ଆରାମ ତଥା ସୁବିଧା ଅନୁଯାୟୀ ଏହାର ତାପମାତ୍ରା ରଖନ୍ତି । ତଥାପି, ରାତିରେ ଶୋଇବା ପୂର୍ବରୁ, ଆପଣ ନିଜ ଏସିକୁ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ରଖିବା ଉଚିତ୍ । ପ୍ରବଳ ଉତ୍ତାପରେ,…

ହାତରେ ବ୍ୟାଣ୍ଡେଜ୍ ବାନ୍ଧି କାନ୍ସ ରେଡ୍ କାର୍ପେଟରେ ନଜର ଆସିଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଭାଇରାଲ ହେଉଛି ଫଟୋ

ପ୍ରତ୍ୟେକ ବର୍ଷ ପରି, ଏଥର ମଧ୍ୟ ଫ୍ରାନ୍ସର ଫ୍ରାନ୍ସର ରିଭିଆରେ କାନ୍ସ ଫିଲ୍ମ ଫେଷ୍ଟିଭାଲର ଆୟୋଜନ ଆରମ୍ଭ ହୋଇଛି । ବର୍ତ୍ତମାନ ଉତ୍ସବର ଦ୍ୱିତୀୟ ଦିନରେ ବଲିଉଡର ବ୍ୟୁଟି କ୍ୱିନ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫାଷ୍ଟ ଲୁକ୍ ପ୍ରକାଶ ପାଇଛି । କାନ୍ସ ୨୦୨୪ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର…

ଖରାଦିନେ ଏଭଳି ବ୍ୟବହାର କରନ୍ତୁ ଆଲୋଭେରା, ମିଳିବ ଅନେକ ଫାଇଦା

ଖରାଦିନେ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ବଢ଼ୁଥିବା ଉତ୍ତାପରେ ଶରୀରକୁ ଥଣ୍ଡା ରଖିବା ମଧ୍ୟ ଜରୁରୀ ଅଟେ । ଏଥିପାଇଁ ଆପଣ ଆଲୋଭେରା ବ୍ୟବହାର କରିପାରିବେ। ଚର୍ମ ଏବଂ କେଶ ପାଇଁ ଏହାର ଉପକାରିତା ଆମେ ସମସ୍ତେ ଜାଣୁ, କିନ୍ତୁ ଆପଣ ଜାଣନ୍ତି କି ଆଲୋଭେରା ଆପଣଙ୍କୁ ଗ୍ରୀଷ୍ମ…