ଫିଲ୍ମ ‘ଗାନ୍ଧାରୀ’ରେ ଆକ୍ସନ ମୋଡରେ ନଜର ଆସିବେ ତାପସୀ ପନ୍ନୁ, ୯ ବର୍ଷ ପରେ ପୁଣି କରିବେ ଧମାଲ

ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ପୂର୍ବ ଫିଲ୍ମ 'ଫିର ଆଇ ହସିନ ଦିଲରୁବା' ଅନେକ ପ୍ରଶଂସା ଲାଭ କରିଛି । ଫିଲ୍ମ 'ହସିନ୍ ଦିଲରୁବା'ର ଏହି ସିକ୍ୱେଲକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏବେ ତାପସୀ ପନ୍ନୁ ପୁଣି ଥରେ ନେଟଫ୍ଲିକ୍ସରେ ନଜର ଆସିବାକୁ…

ଲଞ୍ଚ ହେଲା ଦୁନିଆର ପ୍ରଥମ ଟ୍ରାଇ ଫୋଲ୍ଡ ସ୍ମାର୍ଟଫୋନ୍ Huawei Mate XT, ଜାଣନ୍ତୁ ଫିଚର୍ସ ଏବଂ ଦାମ୍

Apple iPhone 16 ସିରିଜ୍ ଲଞ୍ଚ ହେବାର ଗୋଟିଏ ଦିନ ପରେ Huawei Mate XT ଲଞ୍ଚ ହୋଇଯାଇଛି । ଏହା ହେଉଛି ଦୁନିଆର ପ୍ରଥମ ଟ୍ରାଇ ଫୋଲ୍ଡ ସ୍ମାର୍ଟଫୋନ୍ । ବର୍ତ୍ତମାନ ଏହି ଫୋନ ଚାଇନାରେ ଲଞ୍ଚ କରାଯାଇଛି । ଏହି ଫୋନ୍ ଲଞ୍ଚ ହେବା ପୂର୍ବରୁ ହିଁ ଖୁବ ଟ୍ରେଣ୍ଡରେ ଅଛି । ଲଞ୍ଚ ହେବା ପୂର୍ବରୁ…

AI ଫିଚର୍ସ ଏବଂ 16GB RAM! ୯୯୯୯ ଟଙ୍କାରେ ଲଞ୍ଚ ହେଲା Infinix Hot 50 5G

କମ୍ ବଜେଟରେ 5G ସ୍ମାର୍ଟଫୋନ୍ ଖୋଜୁଥିବା ଗ୍ରାହକଙ୍କ ପାଇଁ ଇନଫିନିକ୍ସ ଏକ ନୂଆ ମୋବାଇଲ୍ ଫୋନ୍ ଲଞ୍ଚ କରିଛି । Infinix Hot 50 5G ନାମ ସହିତ ଲଞ୍ଚ ହୋଇଥିବା ଏହି ସ୍ମାର୍ଟଫୋନର ଗୁରୁତ୍ୱପୂର୍ଣ୍ଣ ଫିଚର୍ସ ବିଷୟରେ କହିବାକୁ ଗଲେ ଏହି ଫୋନରେ ଏକ ଇଣ୍ଟରାକ୍ଟିଭ୍ ଡାଇନାମିକ୍ ବାର୍ ଅଛି, ଏହା…

ସ୍ୱାମୀ ଜାହିରଙ୍କ ସହ ରୋମାଣ୍ଟିକ୍‌ ଫଟୋ ସେୟାର କଲେ ସୋନାକ୍ଷୀ ସିହ୍ନା, ଭାଇରାଲ ହେଉଛି ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ଆଜିକାଲି ସେମାନଙ୍କର ହନିମୁନ୍ ପିରିୟଡ୍ ଉପଭୋଗ କରୁଛନ୍ତି । ନିକଟରେ ପୁଣି ଥରେ ଏହି ଦମ୍ପତି ପରସ୍ପର ସହ ରୋମାଣ୍ଟିକ ହେଉଥିବାର ନଜର ଆସିଛନ୍ତି । ଯାହାର ଫଟୋ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଯାହାକି ବର୍ତ୍ତମାନ ଖୁବ…

ଭାରତର ଏହି ଗାଁରେ ଲୋକେ ପିନ୍ଧନ୍ତିନି ଜୋତା ଚପଲ, ଏହା ପଛରେ ରହିଛି ଏକ ବିଶେଷ କାରଣ

ପ୍ରତ୍ୟେକ ବ୍ୟକ୍ତି ନିଜ ପାଦକୁ ସୁରକ୍ଷିତ ରଖିବା ପାଇଁ ଜୋତା ତଥା ଚପଲ ପିନ୍ଧନ୍ତି । ଆଜିକାଲି, ଜୋତା ଚପଲ ବିନା ଆପଣ କୌଣସି ବି ବ୍ୟକ୍ତି ବାହାରକୁ ବାହାରୁନାହାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ ଲୋକମାନେ ଜୋତା କିମ୍ବା ଚପଲ ପିନ୍ଧନ୍ତି ନାହିଁ । ହଁ…

ଓଜନ ହ୍ରାସ ପାଇଁ ରାମବାଣ ଅମୃତଭଣ୍ଡା, ଏହି ଉପାୟରେ ନିଜ ଡାଏଟରେ କରନ୍ତୁ ସାମିଲ

ଅମୃତଭଣ୍ଡାରେ ମିଳୁଥିବା ସମସ୍ତ ପୁଷ୍ଟିକର ଉପାଦାନ ଆମ ସାମଗ୍ରିକ ସ୍ୱାସ୍ଥ୍ୟ ବୃଦ୍ଧିରେ ଅତ୍ୟନ୍ତ ସହାୟକ ହୋଇଥାଏ । ଆପଣଙ୍କ ଶରୀରରେ ଜମା ହୋଇଥିବା ଏକ୍ସଟ୍ରା ଫ୍ୟାଟ ବର୍ନ କରିବାରେ ମଧ୍ୟ ଅମୃତଭଣ୍ଡା ପ୍ରଭାବଶାଳୀ ହୋଇପାରେ । ଯଦି ଆପଣ ନିଜ ମୋଟା ପେଟ ଯୋଗୁଁ ଅନେକ ସମୟରେ ଲଜ୍ଜାର ସମ୍ମୁଖୀନ…

ଲଞ୍ଚ ହେଲା iPhone 16 Plus, ଜାଣନ୍ତୁ କ’ଣ ମିଳିବ ଫିଚର୍ସ

ନିକଟରେ ଆପଲ୍ ଆମେରିକାର କାଲିଫର୍ନିଆରେ ଏକ ସାନଦାର ଇଭେଣ୍ଟ ଆୟୋଜନ କରିଥିଲା । ଏହି ଇଭେଣ୍ଟରେ, କମ୍ପାନୀ ଆଇଫୋନର ନୂଆ ସିରିଜ୍ ଆଇଫୋନ୍ 16 ସିରିଜ୍ ଲଞ୍ଚ କରିଛି । ଏହି ସିରିଜରେ ଆପଲ୍ ଦ୍ୱାରା iPhone 16, iPhone 16 Plus, iPhone 16 Pro ଏବଂ iPhone 16 Pro Max ପରିଚିତ କରାଯାଇଛି…

୪ଟି କଲର୍ ଅପ୍ସନରେ ଲଞ୍ଚ ହୋଇପାରେ Samsung Galaxy S24 FE, ଲଞ୍ଚ ପୂର୍ବରୁ ଲିକ୍ ହେଲା ଫିଚର୍ସ

ସାଉଥ କୋରିଆର ଅଗ୍ରଣୀ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ସାମସଙ୍ଗ ଚଳିତ ବର୍ଷ ଆରମ୍ଭରେ ଭାରତୀୟ ବଜାରରେ Samsung Galaxy S24 5G ସିରିଜ୍ ଲଞ୍ଚ କରିଥିଲା । ବର୍ତ୍ତମାନ କମ୍ପାନୀ ଆଉ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ସାମସଙ୍ଗ ଖୁବ୍ ଶୀଘ୍ର ଭାରତ ସମେତ ବିଶ୍ୱ…

କୁସୁମୀ ସଂପ୍ରଦାୟର ମହାନ କରମ ପର୍ବ, ସମ୍ଭାବନା ଓ ଅଙ୍କୁରୋଦମର ପ୍ରତୀକ ଭାବେ ପରିଚିତ

ସମ୍ଭାବନା ଓ ଅଙ୍କୁରୋଦମର ପ୍ରତୀକ ଭାବେ ପରିଚିତ କରମ ପର୍ବ । ବିଭିନ୍ନ ସମୟରେ ସୃଷ୍ଟିର ବାସ୍ତବ ତତ୍ତ୍ଵକୁ ପ୍ରତିକାତ୍ମକ ଭାବେ ଉପସ୍ଥାପନ କରୁଥିବା ଏହି ପର୍ବକୁ କୁଡୁମି ସଂପ୍ରଦାୟର ଲୋକମାନେ କେଉଁ କାଳରୁ ପାଳନ ଆସୁଛନ୍ତି । ଭାଦ୍ରବ ମାସ ଶୁକ୍ଳ ପକ୍ଷରେ ଉତ୍ତର ଓଡିଶା ଓ ପଡୋଶୀ ଝାଡ଼ଖଣ୍ଡ…

ବିପଦସଂଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଗ୍ରାମବାସୀ, ରାସ୍ତାରେ ଧାନ ତଳି ରୋଇ କରିଲେ ପ୍ରତିବାଦ

କଟକ ସାଲେପୁର ବ୍ଳକ୍ ପଦ୍ମପୁରରୁ ଆଠମାଣିଆ ଗାଁକୁ ସଂଯୋଗ କରୁଥିବା ରାସ୍ତାର ଦୂରବସ୍ଥା । ଆଠମାଣିଆ ଗାଁର ଜୀବନରେଖା କୁହାଯାଉଥିବା ଦେଢ଼ କିଲୋମିଟର ବ୍ୟାପୀ ଏହି ରାସ୍ତା ଦେଇ ନିଜ ଜୀବନକୁ ବାଜି ଲଗାଇ ଦୈନନ୍ଦିନ ୩୦୦୦ରୁ ଉର୍ଧ୍ଵ ଲୋକେ ଯାତାୟାତ କରିଥାନ୍ତି । ମାତ୍ର ଏହି ରାସ୍ତାର ଉନ୍ନତି…

ସାମ୍ନାକୁ ଆସିଲା Vivo T3 Ultraର ଲଞ୍ଚ ଡେଟ୍, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ଭିଭୋ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଭିଭୋ ଖୁବ ଶୀଘ୍ର ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ଭିଭୋର ଆଗାମୀ ଫୋନ୍ Vivo T3 Ultra ହେବ । କିଛି ସମୟ ପୂର୍ବରୁ କମ୍ପାନୀ ଏହାକୁ ଟିଜ କରିଥିଲା । ​​କିନ୍ତୁ ବର୍ତ୍ତମାନ କମ୍ପାନୀ ଏହାର ଲଞ୍ଚ ଡେଟ୍…

ପ୍ରତିଦିନ ସକାଳେ ଖାଆନ୍ତୁ ତୁଳସୀ ପତ୍ର, ଉପକାରିତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ତୁଳସୀ ଗଛ ପତ୍ରଠାରୁ ଆରମ୍ଭ କରି ଏହାର ଚେର ପର୍ଯ୍ୟନ୍ତ, ଏହା ଅତ୍ୟନ୍ତ ଉପଯୋଗୀ । ତୁଳସୀ ଗଛର ଅନେକ ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି ଏବଂ ଆୟୁର୍ବେଦ ଦୃଷ୍ଟିକୋଣରୁ ତୁଳସୀ ଔଷଧୀୟ ଗୁଣରେ ପରିପୂର୍ଣ୍ଣ । ତୁଳସୀ କେବଳ ଚା’ କିମ୍ବା କାଢ଼ାରେ ମିଶାଇ ନୁହେଁ ବରଂ ଏହାର ପତ୍ରକୁ ସିଧାସଳଖ ଖିଆ…