Below header

ଅନ୍ୟକୁ ହଟାଇ ଆଲିଆଙ୍କୁ ମିଳିଥିଲା ‘ଡିଅର ଜିନ୍ଦେଗୀ’ ଫିଲ୍ମ, ଫିଲ୍ମର ନିର୍ଦ୍ଦେଶକଙ୍କୁ ରାଜି କରାଇଥିଲେ ଶାହରୁଖ ଏବଂ କରନ ଜୋହର

ଆଲିଆ ଭଟ୍ଟ ବଲିଉଡର ଏଭଳି ଜଣେ ଷ୍ଟାର, ଯାହାଙ୍କୁ ପରଦାରେ ଦର୍ଶକ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି। ତାହା ପ୍ରଥମ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର ହେଉ ଅବା ହାଇେଓ୍ଵ, ରାଜୀ କିମ୍ବା ଉଡତା ପଞ୍ଜାବ’ ଭଳି ଫିଲ୍ମ ହେଉ। ଏବେ ନେପୋଟିଜମ୍‌କୁ ନେଇ ଆଲିଆଙ୍କୁ ଲୋକେ ଟାର୍ଗେଟ କରିଛନ୍ତି। ଏପରି ସ୍ଥଳେ ଆଲିଆଙ୍କ ଏକ ପୁରୁଣା ଇଣ୍ଟରଭ୍ୟୁ ସୋସିଆଲ ମିଡିଆରେ ଭାଇରଲ ହୋଇଛି। ଯେଉଁଥିରେ ଫିଲ୍ମ ‘ଡିଅର ଜିନ୍ଦେଗୀ’ରେ ଅନ୍ୟ କୌଣସି ଅଭିନେତ୍ରୀଙ୍କୁ ରିପ୍ଲେସ କରିଥିବା କଥା କହିଛନ୍ତି।

ଏହି ଇଣ୍ଟରଭ୍ୟୁରେ ଆଲିଆଙ୍କୁ ପ୍ରଶ୍ନ ପଚାରାଯାଇଥିଲା, ଫିଲ୍ମ ‘ଡିଅର ଜିନ୍ଦେଗୀ’ ପାଇଁ ଅନ୍ୟ କୌଣସି ଅଭିନେତ୍ରୀଙ୍କୁ ଚୟନ କରାଯାଇଥିଲା। କିନ୍ତୁ ପରେ ଶାହରୁଖ ଏବଂ କରନ ଜୋହର ଡାଇରେକ୍ଟର ଗୌରୀ ସିନ୍ଧେଙ୍କୁ କହିଥିଲେ ଆଲିଆକୁ ସାଇନ କରିବା ପାଇଁ। ଏହି ଫିଲ୍ମ ପାଇଁ ଅନ୍ୟ କାହାକୁ ସିଲେକ୍ଟ କରାଯାଇଥିଲା ବୋଲି ଆଲିଆ କହିଥିଲେ। ଆଲିଆ କହିଛନ୍ତି, ‘ମୁଁ କେବଳ ଏମିତି ଜାଣିଛି.. ଫିଲ୍ମରେ ମୁଁ ନୁହେଁ ଆଉ କାହାକୁ ସାଇନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.