Below header

ବିକିନି ପିନ୍ଧା ଫଟୋ ସେୟାର କରି ଫ୍ୟାନଙ୍କୁ ମତୁଆଲା କଲେ କବିତା କୌଶିକ, ଆପଣ ବି ଦେଖନ୍ତୁ ତାଙ୍କ ବୋଲଡ ଅନ୍ଦାଜ

ଟିଭି ଅଭିନେତ୍ରୀ କବିତା କୌଶିକ ନିଜ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏଣୁ ତାଙ୍କ ଫ୍ୟାନ ସଂଖ୍ୟା ବି ବହୁତ ଅଧିକ। କବିତା ପ୍ରାୟତଃ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି ଓ ନିଜ ଫଟୋ ଭିଡିଓ ସେୟାର କରିଥାନ୍ତି। ଏବେ ମଧ୍ୟ ସେ ନିଜର ଏକ ପୁରୁଣା ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଲୁକ ଦେଖି ଫ୍ୟାନମାନେ ମତୁଆଲା ହୋଇପଡ଼ିଛନ୍ତି।

କବିତା ସେୟାର କରିଥିବା ଫଟୋରେ ସେ ଏକ ଧଳା ରଙ୍ଗର ବିକିନି ପିନ୍ଧିଛନ୍ତି। ଏହି ଫଟୋରେ ତାଙ୍କ ବୋଲଡ ଲୁକକୁ ଦର୍ଶକେ ଖୁବ ପସନ୍ଦ କରିଛନ୍ତି। କବିତାଙ୍କ ସାଙ୍ଗମାନେ ମଧ୍ୟ ତାଙ୍କର ଏହି ଲୁକକୁ ମସ୍ତ ବୋଲି କହିଛନ୍ତି।

 

View this post on Instagram

 

A post shared by Kavita Kaushik (@ikavitakaushik)

ପ୍ରକାଶ ଯେ କିଛିଦିନ ତଳେ କବିତା ଅଭିନେତା ସୋନୁ ସୁଦଙ୍କ ଫଟୋରେ କ୍ଷୀର ଲାଗି କରିଥିଲେ। ଏହି ଭିଡିଓ ସେୟାର କରିବା ପରେ ଚାରିଆଡୁ ତାଙ୍କୁ ଟ୍ରୋଲ କରାଯାଇଥିଲା। ସୂଚନାଯୋଗ୍ୟ ଯେ କବିତାଙ୍କୁ ଶେଷ ଥର ପାଇଁ ବିଗବସ ୧୪ରେ ଦେଖିବାକୁ ମିଳିଥିଲା। ସେଥିରେ ତାଙ୍କର କାହା ସହ ଭଲ ପଡିନଥିଲା। ଶେଷରେ ସେ ବିଗବସ ହାଉସରୁ ବିଦା ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.