Below header

ଜାଣନ୍ତୁ ଆଜି କଣ କହୁଛି ଆପଣଙ୍କ ରାଶି

ମେଷ: ବ୍ୟାବସାୟିକ କାର୍ଯ୍ୟରେ ଦୂର ଯାତ୍ରା। ପୂଜାପାଠରେ ରୁଚି ବଢ଼ିବ। ଧର୍ମ ପୁସ୍ତକ କିଣିବେ। ଉନ୍ନତିର ନୂଆ ରାସ୍ତା ମିଳିବ। ଚାକିରିଜୀବୀ ସହର ବାହାରକୁ ଯାଇପାରନ୍ତି।

brushaବୃଷ: ଦିନସାରା ସତର୍କ ରହନ୍ତୁ। ଆପଣଙ୍କ ସାମନାକୁ କୌଣସି ଆହ୍ବାନ ଆସିପାରେ। ଟଙ୍କା ପଇସା ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ।

mithunaମିଥୁନ: ନକରାତ୍ମକ ଚିନ୍ତା ଦୂରେଇଯିବ। ଜୀବନସାଥୀଙ୍କ ସହଯୋଗରେ ଜରୁରୀ କାମ ପୂରା ହେବ। ଧନଲାଭର ଯୋଗ।

karkataକର୍କଟ: କାର୍ଯ୍ୟ ବ୍ୟସ୍ତତାରେ ଦିନଟି ବିତିବ। ମିତ୍ରଙ୍କ ସାହାଯ୍ୟ ପାଇବେ। କୋର୍ଟ-କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଛାତ୍ରଙ୍କ କ୍ୟାରିରରେ ସଫଳତା ମିଳିବ।

singhaସି˚ହ: ଅଫିସରେ ସ୍ବତନ୍ତ୍ର ଦାୟିତ୍ବ ମିଳିପାରେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ସୁସମ୍ବାଦ ପାଇବେ। ପ୍ରେମ ପ୍ରସଙ୍ଗରେ ସତେଜତା ଅନୁଭବ କରିବେ।

kanyaକନ୍ୟା: କାମକୁ ନେଇ କୌଣସି ନୂଆ ବିଚାର ସୃଷ୍ଟି ହୋଇପାରେ। କିଛି ଲୋକ ଆପଣଙ୍କ କଥାରେ ପ୍ରଭାବିତ ହେବେ। ଛାତ୍ରୀଙ୍କ କ୍ୟାରିଅର ଲାଗି ନୂଆ ସୁଯୋଗ।

tulaaତୁଳା: ଅନୁଭବୀ ବ୍ୟକ୍ତିଙ୍କ ମତ ଆପଣଙ୍କ ଲାଗି ଲାଭପ୍ରଦ ହେବ। ବିଚାରଗତ ମାମଲା ସହଜରେ ସମାଧାନ ହୋଇଯିବ। ଜୀବିକା ସଂପର୍କରେ ଭଲ ଖବର ପାଇବେ।

bichhaବିଛା: ଆପଣଙ୍କ କଥା ଓ କାମ କରିବା କୌଶଳ ଅନ୍ୟମାନଙ୍କୁ ଖୁସି କରାଇବ। ବେରୋଜଗାରଙ୍କୁ ଚାକିରିର ପ୍ରସ୍ତାବ ମିଳିପାରେ। ବନ୍ଧୁମାନଙ୍କ ସହିତ ହସଖୁସିରେ ସମୟ କଟିବ।

dhanuଧନୁ: ଆପଣଙ୍କ ସକରାତ୍ମକ ବ୍ୟବହାର ଲୋକମାନଙ୍କୁ ପ୍ରଭାବିତ କରିବ। କ୍ୟାରିଅର ସମ୍ବନ୍ଧରେ ନୂଆ ସୁଯୋଗ ପାଇବେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା।

makaraମକର: ମଧୁର କଥା କହି ଅନ୍ୟର ମନ ଜିଣିବେ। ବ୍ୟବସାୟରେ ଲାଭ-କ୍ଷତି ଲାଗିରହିବ। ପିଲାମାନେ ନିଜ ସାଙ୍ଗସାଥୀଙ୍କ ସହିତ ଉଦ୍ୟାନକୁ ଯିବେ।

kumbhaକୁମ୍ଭ: ଉତ୍ତମ ସୁଯୋଗଟିଏ ମିଳିପାରେ। ସବୁ କାମ ଆପଣଙ୍କ ମନମୁତାବକ ହେବ। ବ୍ୟବସାୟରେ ଅଧିକ ଧନଲାଭ।

minaମୀନ: ସମୟ ପୂର୍ବରୁ କାମ ଶେଷ ହେବ। ମାନସମ୍ମାନ ବୃଦ୍ଧି। ଅଫିସ କାମରେ ସମସ୍ତଙ୍କ ସହଯୋଗ ପାଇବେ। ବେପାରରେ ଫାଇଦା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.