Below header

ପ୍ରିୟଙ୍କା ଗାନ୍ଧିଙ୍କ ପରେ ରାଜନୀତିରେ ପ୍ରବେଶ କରି ପାରନ୍ତି ରବର୍ଟ ଭଦ୍ରା

ପ୍ରିୟଙ୍କା ଗାନ୍ଧିଙ୍କ ପରେ ରାଜନୀତିରେ ପ୍ରବେଶ କରି ପାରନ୍ତି ରବର୍ଟ ଭଦ୍ରା । ଏନେଇ ସେ ପୁଣି ସଙ୍କେତ ଦେଇଛନ୍ତି। ପ୍ରତିକ୍ରିୟାରେ ରବର୍ଟ ଭଦ୍ରା କହିଛନ୍ତି, ପ୍ରଥମେ ଭିତ୍ତିହୀନ ଅଭିଯୋଗରୁ ମୁକ୍ତ ହେବା ଦରକାର। ତା ପରେ ନିଶ୍ଚୟ ଲୋକଙ୍କ ପାଇଁ କାମ କରିବେ। ଭବିଷ୍ୟତରେ ଏମିତି କିଛି କରିବାକୁ ଇଚ୍ଛା ରହିଛି। ତରବରିଆ ଭାବରେ ନୁହଁ, ଠିକଣା ସମୟରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ରବର୍ଟ ଭଦ୍ରା। ମୁଁ ବି ପରିବର୍ତ୍ତନ କରିପାରିବି ବୋଲି ରବର୍ଟ ଭଦ୍ରା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.