Below header

ଗଞ୍ଜାମ ଶ୍ରୀଚନ୍ଦନପୁରରେ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଆହତ

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଆହତ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଶ୍ରୀଚନ୍ଦନପୁରରେ ଦୁର୍ଘଟଣା ଘଟିଛି । ଆଜି ଭୋରରୁ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ କୋରା ସାହୁ ନାମକ ଯୁବକ ଙ୍କୁ ଗାଡି ଧକ୍କା ଦେବା ପରେ ଆହତ ହୋଇଥିଲେ ।

ବ୍ରହ୍ମପୁର(କେନ୍ୟୁଜ୍): ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଆହତ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଶ୍ରୀଚନ୍ଦନପୁରରେ ଦୁର୍ଘଟଣା ଘଟିଛି । ଆଜି ଭୋରରୁ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ କୋରା ସାହୁ ନାମକ ଯୁବକ ଙ୍କୁ ଗାଡି ଧକ୍କା ଦେବା ପରେ ଆହତ ହୋଇଥିଲେ ।

ଠିକ ସେହି ସମୟରେ ଶିବ ମନ୍ଦିରରୁ ଦର୍ଶନ କରି ଫେରୁଥିବା ଡାକ୍ତର ସ୍ୱାଇଁଙ୍କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.