Below header

କମିଲା ବସ ଭଡା, ଜାଣନ୍ତୁ କିଲମିଟର ପିଛା କମିଲା କେତେ ପଇସା 

କେନ୍ୟୁଜ୍(ବ୍ୟୁରୋ): କମିଲା ବସ୍ ଭଡା। ଏକ୍ସପ୍ରେସ ଓ ଅଡିନାରୀ ବସର କମିଲା ଭଡା। କିଲୋମିଟର ପିଛା ଅଡିନାରୀ ଓ ଏକ୍ସପ୍ରେସ ବସ ଭଡା ୧ ପଇସା କମିଛି। ସେହିପରି ଡିଲକ୍ସ ଓ ଏସି ବସ କିଲୋମିଟର ପିଛା ୨ ପଇସା ଲଖାଏଁ କମିଛି। ଯେହେତୁ  ଡିଜେଲର ଦର କମିଛି ସେଥିପାଇଁ ବସ ଭଡା କମାଯାଇଥିବାର ପରିବହନ ବିଭାଗ ଟ୍ବିଟ କରି ଜଣାଇଛି। ଏହି ହ୍ରାସ ଦର ଆଜିଠାରୁ ଲାଗୁ ହେବ ବେଲି ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.