Below header

ଲକଡାଉନ ବେଳେ ମନରେଗା ଶ୍ରମିକଙ୍କୁ ୨୧ ଦିନର ଭତ୍ତା ମିଳୁ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ): ଲକଡାଉନ ବେଳେ ମନରେଗା ଶ୍ରମିକଙ୍କୁ ସହାୟତା ମିଳୁ । ଶ୍ରମିକଙ୍କୁ ୨୧ ଦିନର ଭତ୍ତା ଦିଆଯାଉ । ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୧ ଦିନର ଅଣନିଯୁକ୍ତି ଭତ୍ତା ଦେବାକୁ ପ୍ରସ୍ତାବ ଦିଆଯାଇଛି । ୩୬ଲକ୍ଷ ୧୦ହଜାର ୭୯୭ କାର୍ଯ୍ୟକ୍ଷମ ଶ୍ରମିକ ଅଛନ୍ତି । ଲକଡାଉନ ବେଳେ ସେମାନଙ୍କ ଜୀବନ ନିର୍ବାହ ପାଇଁ ୩୮୦ କୋଟି ଟଙ୍କାର ସହାୟତା ପ୍ରଦାନ ପାଇଁ ନବୀନ ପିଏମଙ୍କୁ ପ୍ରସ୍ତାବ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.