Below header

ମୋବାଇଲ ଲୁଟେରା ଗ୍ୟାଙ୍ଗର ୫ ଗିରଫ, ୨୫ଟି ମୋବାଇଲ ଜବତ

ବରଗଡ଼ ସହରର ବିଭିନ୍ନ ସ୍ଥାନରୁ ୫ ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ ପୋଲିସ ।

ବରଗଡ଼ : ବରଗଡ଼ ସହରର ବିଭିନ୍ନ ସ୍ଥାନରୁ ୫ ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ ପୋଲିସ । ବିଶି କଲୋନୀର ନୀଳ ମଣୀ ଓରଫ୍ ସମୀର ହରିପାଲ , ଆଦର୍ଶ କୁମ୍ଭାର , ଡେମ କଲୋନୀର ଦେବାଶିଷ ବାଗ, ମାନସ ପ୍ରଧାନ, କାର୍ତ୍ତିକ ସତନାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତାଙ୍କ ଠାରୁ ୨୫ଟି ମୋବାଇଲ ଫୋନ ସହ ଏକ ସ୍କୁଟି ଜବତ କରିଛି ପୋଲିସ । ସହରରେ ଯିବା ଆସିବା କରୁଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ଠାରୁ ଅଭିଯୁକ୍ତମାନେ ମୋବାଇଲ ଚୋରି କରିଥିବା ପୋଲିସ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.