Below header

ଗଞ୍ଜାମ: ଗାଧୋଇବାକୁ ଯାଇ ଡ୍ୟାମରେ ବୁଡ଼ିଲେ ଚାରି ଯୁବକ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଡହ ଡ୍ୟାମରେ ଗାଧୋଇବାକୁ ଯାଇ ବୁଡିଗଲେ ୪ଯୁବକ । ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ଯୁବକ ଉଧାର ପାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବ୍ରହ୍ମପୁର ତୁଳସୀନଗରର ସୌରଭ ବେହେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.