Below header
Browsing Tag

youth drowned in river

ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଯୁବକ ମୃତ

କଣ୍ଟାବାଞ୍ଜି (କେନ୍ୟୁଜ): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଭାଲୁମୁଣ୍ଡା ଗାଁର ରୁଦ୍ର ପ୍ରସାଦ ମେହେର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ରୁଦ୍ର ଗତକାଲି ସନ୍ଧ୍ୟାରେ…

ପିକନିକ କରୁକରୁ ଘଟିଗଲା ଅଘଟଣ, ଶଙ୍ଖ ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

ରାଉରକେଲା(କେ ନ୍ୟୁଜ): ପିକନିକ କରୁଥିବା ବେଳେ ଘଟିଗଲା ଅଘଟଣ ।  ରାଉରକେଲା ଶଙ୍ଖ ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଗଲେ ଯୁବକ। ଘଟଣାରେ ଜଣେ ମୃତ୍ୟୁବରଣ କରିଥିବବା ବେଳେ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ବ୍ରାହ୍ମଣୀ ତରଙ୍ଗ ଥାନା ଚିକଟମାଟି ନିକଟ ଶଙ୍ଖ ନଦୀରେ ବୁଡିଗଲେ ଯୁବକ।…

ଗଞ୍ଜାମ: ଗାଧୋଇବାକୁ ଯାଇ ଡ୍ୟାମରେ ବୁଡ଼ିଲେ ଚାରି ଯୁବକ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଡହ ଡ୍ୟାମରେ ଗାଧୋଇବାକୁ ଯାଇ ବୁଡିଗଲେ ୪ଯୁବକ । ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ଯୁବକ ଉଧାର ପାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବ୍ରହ୍ମପୁର ତୁଳସୀନଗରର ସୌରଭ ବେହେରା ।