Below header

ଭୁବନେଶ୍ବର: ପୁଣି ଲଜ୍ ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ମୃତ୍ୟୁର କାରଣ ଅସ୍ପଷ୍ଟ

କଟକ ରୋଡ଼ରେ ଥିବା ଦୀପାଲି ବାରରେ ଥିବା ଲଜର ୨୦୫ ନମ୍ବର ରୁମରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର। ଘଟଣା ସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚିତଦନ୍ତ କରୁଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। 

ଭୁବନେଶ୍ବର(କେନ୍ୟୁଜ୍): ଲକ୍ଷ୍ମୀସାଗର କଟକ ରୋଡ଼ରେ ଥିବା ଦୀପାଲି ବାରରେ ଥିବା ଲଜର ୨୦୫ ନମ୍ବର ରୁମରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର। ଘଟଣା ସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚିତଦନ୍ତ କରୁଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।  ଯୁବତୀଙ୍କ ନା ଶୁଭଲକ୍ଷ୍ମୀ ସାହୁ। ଘର ଭଦ୍ରକ,କୁଆବାଗ ସାହିରେ। ଗତକାଲି ସକାଳ ୩.୨୦ ସମୟରେ ଗେଷ୍ଟ ହିସାବରେ ରେଜିଷ୍ଟରରେ ଏଣ୍ଟ୍ରି କରିଥିଲେ। ଆଜି ମୃତ ଦେହ ମିଳିବା ପରେ ପୋଲିସକୁ ଖବର ଦିଆ ଯାଇଥିଲା। ଆସନ୍ତାକାଲି ପରିବାର ଲୋକ ଆସିଲେ ମୃତ ଦେହ ଉଦ୍ଧାର ହେବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.