Below header

ବଡ଼ବିଲ ନାବାଳିକା ଗଣ ବଳାତ୍କାର ମାମଲା, ବଳାତ୍କାରୀକୁ ୨୦ ବର୍ଷ ଜେଲ ଦଣ୍ଡ ଦେଲେ ସ୍ୱତନ୍ତ୍ର ପୋକସୋ କୋର୍ଟ

ନାବାଳିକା ବଳାତ୍କାରୀ କୁ ୨୦ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟ ଙ୍କା ଜୋରିମାନା ।

କେନ୍ଦୁଝର : ନାବାଳିକା ବଳାତ୍କାରୀକୁ ୨୦ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା । ଜୋରିମାନା ଅନାଦେୟ ହେଲେ ଏକ ବର୍ଷ କାରାଦଣ୍ଡ ସହ ୭ ଲକ୍ଷ ୫୦ ହଜାର ସରକାରୀ ଅନୁକମ୍ପା ନିର୍ଦେଶ ଦେଲେ କେନ୍ଦୁଝର ଏଡିଜେ ତଥା ସ୍ୱତନ୍ତ୍ର ପୋକସୋ କୋର୍ଟ ଜଜ ଶୁଭଶ୍ରୀ ତ୍ରିପାଠୀ ।

୨୦୧୭ ମସିହା ବଡ଼ବିଲ ଥାନା ଅଂଚଳରେ ଘଟିଥିଲା ଏପରି ଅଘଟଣା । ଜଣେ ନାବାଳିକା ବଜାର ଯାଉଥିବା ସମୟରେ ତାଙ୍କୁ ରାସ୍ତାରୁ ଟେକିନେଇ କରାଯାଇଥିଲା ଗଣ ବଳାତ୍କାର । ଅଭିଯୁକ୍ତ ହେଲେ ବିଜୟ କୁମାର ମହାରଣା ଅନ୍ୟ ଦୁଇ ଅଭିଯୁକ୍ତ ବର୍ତ୍ତମାନ ବି ଫେରାର ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.