Below header

ପାଖେଇ ଆସୁଛି ପଞ୍ଚାୟତ ଭୋଟ୍‌ ତାରିଖ, ହାତରେ ଆଉ ସପ୍ତାହେ ସମୟ

ଭୁବନେଶ୍ବର(କେନ୍ଯୁଜ୍): ପାଖେଇ ଆସୁଛି ପଞ୍ଚାୟତ ଭୋଟ୍‌ ତାରିଖ । ହାତରେ ଆଉ ସପ୍ତାହେ ସମୟ । ଫେବ୍ରୁଆରି ୧୬ରୁ ୫ଟି ପର୍ଯ୍ୟାୟରେ ହେବ ଭୋଟ୍‌ । ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ଆସନ ଲାଗି ମତଦାନ ହେବ । ତାରିଖ ପାଖେଇ ଅସୁଥିବାରୁ ରାଜନୈତିକ ଉଷ୍ମତା ବଢୁଛି । ମାଳ ମାଳ ନେତା, ବିଧାୟକ, ମନ୍ତ୍ରୀ ଓ ପ୍ରାର୍ଥୀଙ୍କ କ୍ୟାମ୍ପେନ୍‌ରେ କମ୍ପୁଛି ଗାଁ ଦାଣ୍ଡ ।

ବିଭିନ୍ନ ଦଳର ହେଭିଓ୍ଵଟ୍‌ ନେତା ବି ପ୍ରଚାରକୁ ସରଗରମ କରିଛନ୍ତି । ରାଜ୍ୟରେ ୨ କୋଟି ୭୯ ଲକ୍ଷ ମତଦାତା ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.