Below header

ସମ୍ବଲପୁର ଆଇଆଇଏମର ତୃତୀୟ ସମାବର୍ତ୍ତନ ଉତ୍ସବ ପାଳିତ

 ସମ୍ବଲପୁର(କେନ୍ୟୁଜ୍) : ସମ୍ବଲପୁର ଆଇଆଇଏମର ତୃତୀୟ ସମାବର୍ତ୍ତନ ଉତ୍ସବ ପାଳିତ । ଆଇଆଇଏମ ବୋର୍ଡ ଗଭର୍ଣ୍ଣର ଅରୁନ୍ଧତୀ ଭଟ୍ଟାଚାର‌୍ୟ୍ୟଙ୍କ ସହ ଅମୁଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଆରଏସ ସୋଝୀ ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗ ଦେଇଥିଲେ । ସମାବର୍ତ୍ତନ ଉତ୍ସବରେ ଚଳିତଥର ୬୦ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି । ୩ଜଣଙ୍କୁ ପ୍ରଦାନ କରାଯାଇଛି ସ୍ୱର୍ଣ୍ଣପଦକ । ଏହି ୩ବର୍ଷ ମଧ୍ୟରେ ଆଇଆଇଏମ ସମ୍ବଲପୁର ଅନେକ ପ୍ରଗତି କରିଥିବା କହିଛନ୍ତି ଆଇଆଇଏମ ଗଭର୍ଣ୍ଣର ଅରୁନ୍ଧତୀ ଭଟ୍ଟାଚାର‌୍ୟ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.