Below header

ଖୋର୍ଦ୍ଧା ରୋଡ୍ ଷ୍ଟେସନରୁ ଚାଲାଣ ହେଉଥିବାବେଳେ ୬ ନାବାଳିକା ଉଦ୍ଧାର, ଦଲାଲକୁ ଅଟକ ରଖି ପଚରାଉଚରା କରୁଛି ରେଳବାଇ ପୋଲିସ୍

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ରୋଡ୍ ଷ୍ଟେସନରୁ ଚାଲାଣ ହେଉଥିବାବେଳେ ୬ଜଣ ନାବାଳିକାଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଟ୍ରେନ୍ ଯୋଗେ ଚାଲାଣ କରାଯାଉଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଜିଆରପିଏଫ୍ କୁ ହସ୍ତାନ୍ତର କରାଯାଇଛି । ଦଲାଲକୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ରେଳବାଇ ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.