Below header

ମାଟି ତଳେ ପୋତା ହୋଇଥିବା ମୃତଦେହ ଉଦ୍ଧାର

ମାଟି ତଳେ ପୋତା ହୋଇଥିବା ମୃତଦେହ ଉଦ୍ଧାର । ମୟୂରଭଞ୍ଜ କପ୍ତିପଦା ଥାନା ସମିବୃକ୍ଷ ପାହାଡ଼ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ । କେହି ହତ୍ୟା କରି ମାଟିରେ ପୋତି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାରେ କପ୍ତିପଦା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଉଦଳା(କେନ୍ୟୁଜ୍): ମାଟି ତଳେ ପୋତା ହୋଇଥିବା ମୃତଦେହ ଉଦ୍ଧାର । ମୟୂରଭଞ୍ଜ କପ୍ତିପଦା ଥାନା ସମିବୃକ୍ଷ ପାହାଡ଼ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ । କେହି ହତ୍ୟା କରି ମାଟିରେ ପୋତି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାରେ କପ୍ତିପଦା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ। ସ୍ଥାନୀୟ ଲୋକେ ମାଟିରେ ଅଧା ପୋତା ଯାଇଥିବା ମୃତ ବ୍ୟକ୍ତିଙ୍କ ହାତକୁ ଦେଖି ପୋଲିସକୁ ଖବର ଦେଇଥିଲେ। ଅଧିକ ତଦନ୍ତ ପାଇଁ ସାଇଣ୍ଟ ଫିକ ଟିମର ତଦନ୍ତ ସହାୟତା ନିଆଯିବ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ସାର୍ଥକ ରାୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.